ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଦୁଇ ଦିନିଆ ଓଡଶା ଗସ୍ତ

10380920_1564239580460133_6905691849882178114_nରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ (ଆରଏସ୍ଏସ୍ ମୁଖ୍ୟ) ଡ.ମୋହନ ଭାଗବତ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଡ.ଭାଗବତ ଫେବୃୟାରୀ ୨୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚôବେ । ୨୪ ତାରିଖ ଦିନ ଢେଙ୍କାନାଳ ମହିମାଗାଦି ଯୋରନ୍ଦାରେ ଧର୍ମଜାଗରଣ ମଞ୍ଚ ଦ୍ୱାରା ଆୟୋଜିତ ଏକ ଧର୍ମ ସଭାରେ ଯୋଗଦେବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତରେ ପ୍ରକାଶ କରିଛନ୍ତି ।

Share in top social networks!