ପ୍ରଧାନ ମନ୍ନ୍ରୀଙ୍କ ସହ ଚାଷି ସମାବେସରେ ଜୋଗଦେବେ ରାଷ୍ଟ୍ରିୟ ଅଦ୍ଦ୍ୟକ୍ଷ ଅମିତ ସାହା

12669577_1045342102173864_6351755528977854464_nରାଷ୍ଟ୍ରିୟ ସାଧାରଣ ସଂପାଦକ ଅରୁଣ ସିଂହ ସଭାସ୍ଥଳକୁ ଯାଇ ମଚଂ ପର୍ଯ୍ୟବେକ୍ଷଣ କରିବା ସହିତ ଏସ ପି ଜି ଟିମ୍ ସମେତ ଜିଲ୍ଲାପାଳ,ଏସ ପି,ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ପରେ ବରଗଡ ଠାରେ ବିଜେପି କ୍ୟାମ୍ପ କାର୍ଯ୍ୟାଳୟ ଠାରେ ଏକ ପ୍ରେସମିଟ୍ ରେ ୨୧ ତାରିଖ ଚାଷୀ ସମାବେଶରେ ରୁପରେଖ ବିଷୟରେ ବିଷଦ ବିବୃତି ରଖିଥିଲେ । ପ୍ରଧାନ ମନ୍ନ୍ରି ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାଜପା ରାଷ୍ଟ୍ରିୟ ଅଦ୍ଦ୍ୟକ୍ଷ ଶ୍ରୀ ଅମିତ୍ ସାହା, କୃଷୀ ମନ୍ନ୍ରୀ ଶ୍ରୀ ରାଧା ମୋହନ ସିଂହ, କେନ୍ଦ୍ର ମନ୍ନ୍ରୀ ଜୁଏଲ ଓରାମ,ଧର୍ମେନ୍ଦ୍ର ପ୍ରଧାନ,ପ୍ରମୁଖ ଉପସ୍ଥିତ ରହି ଉଦ୍ ବୋଧନ ଦେବେ । ୨୦ ତାରିଖ ହେବାକୁ ଥିବା ୩ ଦିନିଆ ରାଷ୍ଟ୍ରିୟ କୃଷି ପ୍ରଦର୍ଶନୀ କୁ କୃଷି କେନ୍ଦ୍ର ମନ୍ନ୍ରୀ ଉଦ୍ଘାଟନ କରିବେ ।

୨୧ ଫେବୃୟାରୀ ଚାଷି ସମାବେଶକୁ ବ୍ୟାପକରୁ ବ୍ୟାପକ କରିବା ପାଇଁ ଦଳପକ୍ଷରୁ ସୁସଂଗଠିତ ଅୟୋଜନ ପ୍ରସ୍ତୁତ ଚାଲିଛି । ବ୍ୟାପକ ନଗର ସଜ୍ଜା, ୯ ଟି ସ୍ତାନରେ ପାର୍କଂ ବ୍ୟବସ୍ଥା ଏବଂ ଅତିଥି ଚଷି ମାନଙ୍କ ପାଇଁ ୧୫ ଟି ସ୍ଥାନରେ ଭୋଜନ ବ୍ୟବସ୍ଥାର ଆୟୋଜନ କରାଜାଇଛି । ଏହି ଅବସରରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରିୟ ସଂପାଦକ ସୁରେଶ ପୁଜାରୀ, ମନମୋହନ ସାମଲ,ରୁଦ୍ର ନାରାୟନ ପାଣି,ବିଧାୟକ ପ୍ରଦିପ ପୁରୋହିତ,ଅଶ୍ୱିନି ସଢଗୀଂ,ସୁବାଷ ଚୋ÷ହାନ , ଦିଲୀପ ମାଲ୍ଲିକ, ଓ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!