“କୃଷକ କଲ୍ୟାଣ ଯୋଯନାକୁ ଓଡିଶାର ସମସ୍ତ କୃ୍ଷକ ପାଖରେ ପହଚାଁଇବେ”

ଯୁବମୋର୍ଚ୍ଚା ଦ୍ୱାରା ଆୟୋଜିତ ଏହି ବୈ÷ଠକରେ ୧୪ ଟି ଜିଲ୍ଲାରୁ ପାଖାପାଖି ୨୦୦ ରୁ ଅଧିକ ଯୁବ ନେତୃତ୍ୱ ଯୋଗଦେଇ ମୋଦିଜିଙ୍କର ଏହି କୃ୍ଷକ ସମାବେଶ ରେ ଅଧିକରୁ ଅଧିକ ଯୁବକ ମାନଙ୍କର ଆକର୍ଷିତ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ମୋଦିଜିଙ୍କ କୃ୍ଷକ ହିତକାରି ବିଭିନ୍ନ ଯୋଜନା କୁ ଜନସାଧାରଣଙ୍କ ନିକଟରେ ପହଚାଁଇବା ପାଇଁ ନିଷ୍ପତି ନେଇଥିଲେ । ଏହି ବୈ÷ଠକରେ ଯୁବନେତା କାଳନ୍ଦି ସାମଲ କେନ୍ଦ୍ର ସରକାରଙ୍କ ର ବିଭିନ୍ନ ଯୋଜନା ଓ ଓଡିଶା ପ୍ରତି ବିପୁଳ କେନ୍ଦ୍ର୍ରିୟ ଅବଦାନ ଉପରେ ଆଲୋକ ପାତ କରିଥିଲେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଉମାକାନ୍ତ ପଟନାୟକ ଆଜିଦିନରେ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଚାଁଇବା ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ ବିଗତ ୨୦ମାସରେ ଓଡିଶାର ଉନ୍ନତି ମୁଳକ ଯୋଜନା ଯାହାକି କେନ୍ଦ୍ର ସରକାର ଦ୍ୱାରା ହୋଇଛି ତାହା ଉପରେ ଆଲୋକପାତ କରିଥିଲେ ।
“ମୋଦିଙ୍କର କୃଷକ କଲ୍ୟାଣ କାମ ଲୋକଙ୍କ ପାଖରେ ପହଚାଁଇବ ଯୁବମୋର୍ଚ୍ଚା” – ବସନ୍ତ ପଣ୍ଡା ଞ୍ଚ
୧. ଶ୍ରୀ ଉମାକାନ୍ତ ପଟ୍ଟନାୟକ
୨. ଶ୍ରୀ ବସନ୍ତ ପଣ୍ଡା
୩. ଶ୍ରୀ କାଳନ୍ଦି ସାମଲ
୪. ଶ୍ରୀ ଶାରଦା ସତପଥି
୫. ଶ୍ରୀ ଟଙ୍କଧର ତ୍ରିପାଠି
୬. ଶ୍ରୀ ଠାକୁର ରନଜିତ ଦାସ
୭. ଶ୍ରୀ ନବକିସୋର ପାଣିଗ୍ରାହି
୮. ଶ୍ରୀ ରମାକାନ୍ତ ମୋହାପାତ୍ର
ଓ ଅନ୍ୟ ଯୁବନେତା ମାନେ ଉପସ୍ତିତ ଥିଲେ ।

Share in top social networks!