ବିଜେପିର ଭୂମି ପୁଜା ଓ ପ୍ରଚାର ରଥର ଶୁଭାରମ୍ଭ

bhumipujaଆଜି ବରଗଡ ସର୍କସ ପଡିଆଠାରେ କିଶାନ ସମାବେଶର ଭୂମି ପୁଜା ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଦ୍ୱାରା ସମ୍ପାଦିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ପ୍ରଚାର ରଥକୁ ପତକା ଦେଖାଇ ଶୁଭାରମ୍ଭ କଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କର୍ମୀ ଉପସ୍ଥିତ ଥିଲେ ।

Share in top social networks!