କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଭେଟିଲେ ଓଡ଼ିଆଝିଅ ମିସ୍ ଏସିଆ ଇପ୍ସିତା ପତି

jualoramମିସ୍ଏସିଆ ତଥା ବଲିଉଡ଼୍ ଅଭିନେତ୍ରୀ ଓଡ଼ିଆ ଝିଅ ଇପି୍ସିତା ପତି ଆଜିକେନ୍ଦ୍ର ଆଦିବାସୀ ମନ୍ତ୍ରୀ ଶ୍ରୀଜୁଏଲ ଓରାମଙ୍କୁ ନୂଆଦିଲ୍ଲୀସ୍ଥତାଙ୍କ ବାସଭବନରେ ସାକ୍ଷାତ କରିଥିଲେ ।ମନ୍ତ୍ରୀ ଶ୍ରୀଓରାମ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ପ୍ରଶଂସା କରିଥିଲେଏବଂଫୁଲତୋଡ଼ା ଦେଇ ସମ୍ବର୍ନ୍ଧିତକରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ମିସ୍ ପତି ପୂର୍ବରୁ ଫାଷ୍ଟଇଣ୍ଡିଆନ ପ୍ରିନ୍ସେସ୍-୧୧, ମିସ୍ସାଉଥ ଇଣ୍ଡିଆ-୦୮ ମିସ୍ଇଂଟର ନ୍ୟାସନାଲ ଗୋଲ୍ଡେନ୍ ସ୍କିନ୍-୧୧, ମିସ୍ଇଣ୍ଡିଆ ଇଂଟରକୋଂଟେନିଟାଲ-୧୧, ମିସ୍ ଏଫ.ବି ଏସିଆ-୨୦୧୩ , ଆଦି କୃତିତ୍ୱହାସଲକରିବାସହସହୟୁଥ୍ ଆଇକନ-୧୪,, ଆନ୍ଧ୍ରରତ୍ନ ଆୱାର୍ଡÿ, ନୃତ୍ୟରେଗୋଲ୍ଡମେଡ଼ାଲିଷ୍ଟହାସଲକରିଓଡ଼ିଶାର ପାଇଁସୁନାମ ଆଣି ପାରିଛନ୍ତି । ମିସ୍ ପତି ଅଧୁନାୟୁ.ଏସ୍.ଏଗୁଡ଼ୱିଲ ଆମ୍ବାସଡ଼ର ଅଫ ଫେଷ୍ଟିଭାଲ ଅଫ ଗ୍ଲୋବଭାବେଦାୟିତ୍ୱ ନିର୍ବାହକରୁଛନ୍ତି । ଏହିସାକ୍ଷାତସମୟରେ ନୂଆଦିଲ୍ଲୀଓଡ଼ିଆସମ୍ବାଦିକସଂଘରସଭାପତିଶ୍ରୀକିଶୋର ଦ୍ୱିବେଦୀ ପ୍ରମୁଖଉପସ୍ଥିତ ଥିଲେ ।

Share in top social networks!