ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ସାଧାରଣତନ୍ତ୍ର ଦିବସ ପାଳିତ

rdkolkataସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ କୋଲକାତାର ପ୍ରବାସୀ ଓଡ଼ିଆ ସଂଗଠନ “ଉତ୍କଳୀୟ ମିଳିତ ମଞ୍ଚ’ ସହଯୋଗରେ ୬୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛିା

ପୂର୍ବାହ୍ନରେ ଇଣ୍ଡିଆନ୍ ଆସୋସିଏସନ୍ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସାଧାରଣ ସଭାରେ
ସଂଗଠନର ଉପସଭାପତି ଭୀମସେନ ବାରିକ ଅଧ୍ୟକ୍ଷତା କରିଥ#ଲା ବେଳେ ବିଶିଷ୍ଟ ସଂଗଠକ,
ସାହିତି୍ୟକ ଓ ସମାଜସେବୀ ଶ୍ରୀକାନ୍ତ ପଣ୍ଡା, ବୈଷ୍ଣବ ଗାଆଣ ସମ୍ମାନିତ ଅତିଥ# ଭାବରେ
ଯୋଗଦେଇଥ#ଲୋ କୋଲକାତାର ଭାରପ୍ରାପ୍ତ ସୂଚନା ଅଧ#କାରୀ ବିଶିଷ୍ଟ ଅତିଥ# ଭାବରେ
ଉପସ୍ଥିତ ଥ#ଲାବେଳେ ନାଲକୋର ବିପଣନ ଅଧ#କାରୀ ମନୋଜ ଖଟୁଆ, ଅନୁଷ୍ଠାନର
କାର୍ଯ୍ୟକର୍ତ୍ତା କ୍ଷୀରୋଦ ଧଳ, ଡକଫର ଭକ୍ତରଞ୍ଜନ ପରିଜା, ନାରାୟଣ ପ୍ରସାଦ ବାରିକ ଓ
ନିର୍ମଳାପ୍ରଭା ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖ#ଥ#ଲୋ ଭାରତୀୟତାର ପ୍ରମୁଖ ଅଙ୍ଗ ବିବିଧତାକୁ
ଅକ୍ଷୁଣ୍ଣ ରଖ# ଜାତୀୟ ସ୍ୱାଭିମାନର ସୁରକ୍ଷା ଲାଗି ପ୍ରତ୍ୟେକ ନାଗରିକ ଆନ୍ତରିକତା ସହ ଦେଶ
ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉପରେ ବକ୍ତାମାନେ ଗୁରୁତ୍ୱ ଆରୋପ କରିଥ#ଲୋ
ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥ#ଲୋ କୋଲକାତା
ମହାନଗରୀ ତଥା ଆଖପାଖ ଇଲାକାରେ ରହିଥ#ବା ପ୍ରାୟ ୩୫ଟି ଓଡ଼ିଆ ମାଧ୍ୟମ ବିଦ୍ୟାଳୟର
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ
ଏହି ସଭାରେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥ#ଲାା
ସକାଳେ ଲେନୀନ ସରଣୀଠାରେ ସୂଚନା ଅଧ#କାରୀ ଶ୍ରୀ ମିଶ୍ର ଜାତୀୟ ପତାକା
ଉତ୍ତୋଳନ କରିଥ#ଲୋ ସେଠାରେ ଥ#ବା ପୂଣ୍ୟାତ୍ମା ଗୋପବନ୍ଧୁ ଓ ମନୀଷି ନୀଳକ=ଙ୍କ
ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥ#ଲାା ଅନ୍ୟମାନଙ୍କ ମଧ୍ୟରେ କୋଲକତା ଉତ୍କଳ ଭବନର
ପ୍ରବନ୍ଧକ କୁମୁଦ ଚନ୍ଦ୍ର ସାହୁ, ବିଜୟ ବାରିକ, ରମେଶ ପଢିଆରୀ, ଅମରେଶ ସ୍ୱାଇଁ, ନାରାୟଣ
ଦଳାଇ, ଡମ୍ବରୁ ବାରିକ ଓ ନିରଞ୍ଜନ ସାହୁଙ୍କ ସମେତ ଓଡ଼ିଶା ପ୍ରଗତି ସଂଘ, ଆଖଣ୍ଡଳମଣି
ଉନ୍ନୟନ ପରିଷଦ, ଯାଜପୁର ଆଞ୍ଚଳିକ ଉନ୍ନୟନ ପରିଷଦ, ବି. ବି. ଗାଙ୍ଗଲି ଷ୍ଟ୍ରିଟ୍ ଉତ୍କଳ
ସମାଜ, ମାନିକତାଲା ଉତ୍କଳ ସଂଘ, ନୀଳଚକ୍ର, ଜଗନ୍ନାଥ ସେବା ସମିତି, ବାବା ହରିଶ୍ଚନ୍ଦ୍ର
କଳା ପରିଷଦ, ଜଗନ୍ନାଥ ପୂଜା କମିଟି ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧ#ବୃନ୍ଦ ମାଲ୍ୟାର୍ପଣ
କରିଥ#ଲୋ

Share in top social networks!