ଓଡିଶା ସରକାର ନାରୀ ନିଯାତନକୁ ରୋକିବାରେ ଅସଫଳ: ଆମ ଆଦମି ପାର୍ଟି

appptଓଡିଶାରେ ବାରଂବାର ନିରିହ ଶିଶୁ କନ୍ୟା ମାନଙ୍କୁ ବଳତ୍କାରର ଶିକାର କରାଯାଉଛି । ହେଲେ ଓଡିଶା ସରକାର ଚୁପ ସବୁବେଳେ । ଓଡିଶାରେ ବଳତ୍କାରୀ ମନଙ୍କୁ କାହିଁକି ଉଚିତ ଦଣ୍ଡ ଦିଆଯାଉନି ଏସବୁର ଜବାବ ସରକାର ଦେଉ । ଅଭିଯୁକ୍ତ ମାନଙ୍କୁ ଆଜୀବନ ଜେଲ ଦଣ୍ଡ ଦିଆଯାଉ ଏହା ଆମ ଆଦମି ପାର୍ଟି ଦାବି କରୁଛି । ଏଘଟଣାକୁ ଆପ୍ ନିନ୍ଦା କରିବା ସହ ଏହା ଉପରେ ସରକାର କଠୋର ପଦକ୍ଷେପ ନେବା ଦରକାର ।

ଯେମିତି ନିରିହ ୯ବର୍ଷର କନ୍ୟା ଦାମିନୀ ଭଲରେ ଠିକ ହବ ସେନେଇ ଆମର ଭଗବାନ ପାଖରେ ଗୁହାରି । ଭଲରେ ଯେମିତି ୯ବର୍ଷର ଦାମିନୀ ନିଜଘରକୁ ଫେରିବ ସେନେଇ ଓଡିଶା ଆପ୍ ଏହି କ୍ୟାଣ୍ଡେଲ ସଭାର ଆୟୋଜନ କରାଯାଉଛି । ସେଥିଲାଗି ଆଜି ଆପ୍ ଶତାଧିକ କର୍ମୀ ମାଷ୍ଟର କଣ୍ଟୀନ ନିକଟରେ ଏକ ଶାନ୍ତି ପୂରକ କାଣ୍ଡେଲ ସଭାର ଆୟୋଜନ କରାଯାଉଛି ।

ଏଥିରେ ଆପ୍ କର୍ମ କର୍ତା ଓଡିଶା ସରକାର ନାରୀ ନିଯାତନକୁ ରୋକିବାରେ ଅସଫଳ ହେଲେ ଆଗାମୀଦିନରେ ରାଜ୍ୟର ଜନସାଧାରଣ ଅସନ୍ତୋଷର ତୀବ୍ର ରୂପ ଧାରଣ କରିବ ବୋଲି ଆପ୍ ପକ୍ଷରୁ ନବୀନ ସରକାରକୁ ଚେତାବନୀ ଦିଆଯାଉଛି ବିରୋଧରେ ଆପ୍ ର ନନ୍ଦଳାଳ ସିଂହ, ରାଜେଶ ସାହୁ ,ସୁବ୍ରତ ଛୋଟରାୟ ପ୍ରସ୍ନ୍ତ ରଣସିଂହ ଓ ସିରାଜ ରେହେମାନ ପ୍ରମୁଖ ଯୋଗଦେବାସହ ବୋହୁ ଲୋକ କାଣ୍ଡେଲ ଜାଳି ଦୁଖ ପ୍ରକାଶ କରୁଛୁ । ଯେମିତି ଏମିତି କରୁଣ ମୟଦୂଷ୍ୟ ଆଗକୁ ଓଡିଶାରେ ନହେଉ । ଏମିତି ଦୂଷ୍ୟ କରୁଥିବା ଦୋଷୀ ମାନଙ୍କୁ ନବୀନ ସରକାର ଶବକ ଦେବା ଦରକାର । ଯଦି ସରକାର ଅଭିଯୁକ୍ତକୁ ସବକ ନଦିଏ ଆଗାମୀ ଦିନରେ ଆପ୍ ରାଜରାସ୍ତା କୁ ଉଲାଇବ ଏହାର ପାତିବାଦରେ ।

Share in top social networks!