ଶେଷ ଜମାକାରୀଙ୍କଙ୍କୁ ଜମାରାଶି ଫେରସ୍ତ ପର୍ଯ୍ୟନ୍ତ ଜମାକାରୀ ଗଣସତ୍ୟାଗ୍ରହ ତହସିଲ୍ସ୍ତରରେ ·ଲିବ,ଜିଲ୍ଳାସ୍ତରରେ ଦ୍ୱିସ୍ତରୀୟ ଓ ରାଜ୍ୟସ୍ତରରେ ତ୍ରିସ୍ତରୀୟ ସାଂଗଠନିକ ଢାା ପାଇଁ ଖସଡ଼ା ଗୃହୀତ

ଓଡ଼ିଶାର କଲେକ୍ଟିଭ୍ ଇନ୍ଭେଷ୍ଟମେ ସ୍କିମ୍ (ଯାହାକି ଚିଟ୍ଫଣ୍ଡ ନାମରେ ଲୋକେ ବୁଝନ୍ତି) ମହା ଦୁର୍ନୀତିରେ ଲକ୍ଷ ଲକ୍ଷ ପରିବାରଙ୍କ କଷ୍ଟାର୍ଜିତ ଅର୍ଥ ସରକାରୀ ପ୍ରୋତ୍ସାହନରେ ଠକ କମ୍ପାନୀମାନେ ଲୁଟି ନେବା ପରେ ଓଡ଼ିଶା କ୍ରାଇମ ବ୍ରାଅର୍ଥନୈତିକ ଅପରାଧ ଶାଖା ଏହାର ତଥ୍ୟ ପ୍ରମାଣ ନଷ୍ଟ କରୁଥିବା ବେଳେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମର ଲଗାତର ଗଣଆନେ୍ଦାଳନ ଓ ମାନ୍ୟବର ସୁପ୍ରିମକୋର୍ଟ ବଡ଼ ବଡ଼ କମ୍ପାନୀର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ମନିଟ୍ରେଲ୍ ଅନୁଧ୍ୟାନ କରି ବେନାମୀ ସମ୍ପି ଠାବ କରିବା ଦାୟିତ୍ୱ ଇ.ଡ଼ି. ଉପରେ ଏବଂ ବାକି ସମସ୍ତ କମ୍ପାନୀରେ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥାମାନେ ତଦନ୍ତ ତ୍ୱରାନ୍ୱିତ କରିବା ପାଇଁ ନିଦେ୍ର୍ଧଶ ଦେଇଥିବା ବେଳେ କ୍ରାଇମବ୍ରା ମହା ନିଦ୍ରାରେ ଶୋଇଥିବା, ସିବିଆଇ ଏବଂ ଇ.ଡ଼ି.ର ତଦନ୍ତ ପ୍ରକ୍ରିୟା ସ୍ଥାଣୁ ହୋଇଯାଇଥିବାରୁଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ଆର୍ଥôକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମଳିତ ମର ରାଜ୍ୟସ୍ତରୀୟ କନ୍ଭେନ୍ସନ ସି.ଆର.ପି.ଏଫ୍.ଛକସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ କ୍ଷୋଭ ପ୍ରକାଶ କରାଯାଇଛି ।

ଅକ୍ଟୋବର ୧୬ ଏବଂ ୨୬ ତାରିଖରେ ଓଡ଼ିଶା ଅର୍ଥ ବିଭାଗର ଜମାକାରୀ ସ୍ୱାର୍ଥ ବିରୋଧୀ ନିଷ୍ପି ବିଶେଷକରି ଠକ କମ୍ପାନୀମାନଙ୍କ ଜବତ ସମ୍ପିର ମୂଲ୍ୟ ନିର୍ଣ୍ଣୟ ପାଇଁ ଯେଉଁ କମ୍ପାନୀକୁ ଦାୟିତ୍ୱ

ଦିଆଯାଇଛି ତାହା ଓଡ଼ିଶା ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପ୍ରତିଯୋଗିତାମୂଳକ ବଜାର ଦରରେ ବିକ୍ରୟ ପରିର୍ବେ

ଏକ କମ୍ପାନୀ ପୁଣି ଏଥିରୁ ଠକାମୀ ଅର୍ଥ ଲୁଟ୍ କରିବା ବନ୍ଦ କରିବା ପାଇଁ ଦାବି କରାଯାଇଛି । ପ୍ରତ୍ୟେକ ତହସିଲ୍ ଜରିଆରେ ଘରକୁ ଘର

ସର୍ଭେ କରି ଜମାକାରୀ ଚିହ୍ନଟ, ପ୍ରତ୍ୟେକ କମ୍ପାନୀର ପ୍ରକୃତ ମାଲିକ ଓ ଡ଼ାଇରେକ୍ଟରମାନଙ୍କୁ ଗିରଫ ସହ ତାଙ୍କ ସ୍ଥାବର ଅସ୍ଥାବର ନାମୀ ଓ

ବେନାମୀ ସମ୍ପି ଜବତ କରି ବାଜାପ୍ତି କରି ଏହାର ବିକ୍ରୟ ଅର୍ଥରୁ ପ୍ରତ୍ୟେକ ଜମାକାରୀଙ୍କ କଷ୍ଟାର୍ଜିତ ଅର୍ଥ ଫେରସ୍ତ, ସମସ୍ତ ତ୍ରୁଟିଯୁକ୍ତ ଆଇନ୍

ସଂଶୋଧନ ଦାବିରେ ସମଗ୍ର ରାଜ୍ୟର ପ୍ରତ୍ୟେକ ତହସିଲ୍ରେ ବ୍ୟାପକ ଜମାକାରୀ ଗଣସତ୍ୟାଗ୍ରହ ଚଳାଇବା ପାଇଁ ସଂକଳ୍ପ ନିଆଯାଇଛି ।

ଗୋଲ୍ଡ଼େନ୍ ଫରେଷ୍ଟ କମ୍ପାନୀ ଠକାମୀ ଘଟଣାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଭିିରେ ପ୍ରତ୍ୟେକ ଜମାକାରୀ ଦେୱାନୀ ବି·ର

ବ୍ୟବସ୍ଥାରେ ମନିସୁଟ୍ ବା ମନିକ୍ଲେମ ନ କଲେ କମ୍ପାନୀ ସମ୍ପି ବାଜ୍ୟାପ୍ତି ଅର୍ଥରୁ ଟଙ୍କା ମିଳିବା ସମ୍ଭବ ନଥିବାରୁ ସମଗ୍ର ରାଜ୍ୟର

ଜମାକାରୀମାନେ ଜିଲ୍ଲାସ୍ତରରେ ଆବଶ୍ୟକୀୟ ଷ୍ଟାମ୍ପ ଡୁ୍ୟଟି ଓ ଓକିଲ ଖର୍ଚ୍ଚ ଦେଇ ମନିସୁଟ୍ କରନ୍ତୁ, ଯେଉଁମାନେ ମନିସୁଟ୍ ବାବଦୀୟ ଅଧିକ

ଷ୍ଟାମ୍ପ ଡୁ୍ୟଟି ଓ ଓକିଲ ଖର୍ଚ୍ଚ ବହନ କରିନପାରିବେ, ସେମାନେ ଆର୍ଥôକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମର ସଦସ୍ୟ ହୋଇ

ଜମାରାଶିର ଦଶମିକ ୩୫୦% ଅଂଶ ଷ୍ଟାମ୍ପଡୁ୍ୟଟି ଓ ଆନୁସଙ୍ଗିକ ଦେୟ ଆଗାମୀ ଜାନୁୟାରୀ ୨୦ରୁ ଫେବୃୟାରୀ ୨୦ ମଧ୍ୟରେ ମିଳିତ ମ

ରାଜ୍ୟ ଦପ୍ତରରେ ଦାଖଲ କରି ଏହାର ସୁଯୋଗ ନେବାକୁ ମ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ଆର୍ଥକି ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମ ଫାଉଣ୍ଡେସନ ଟ୍ରଷ୍ଟ (ଏଏସ୍କେଏମ୍ଏମ୍)ରେ ଜିଲ୍ଲାସ୍ତରରେ ସଦସ୍ୟମାନଙ୍କ ଦ୍ୱାରା

ଜିଲ୍ଲା ପରିଷଦ ଓ ଏହା ମଧ୍ୟରୁ ସର୍ବାଧିକ ୯ଜଣଙ୍କୁ ନେଇ ଜିଲ୍ଲା କାର୍ଯ୍ୟକାରୀ କମିଟି ନିର୍ବାଚିତ ହେବେ । ସମସ୍ତ ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରୀ

ସଦସ୍ୟଙ୍କୁ ନେଇ ମର ସାଧାରଣ ପରିଷଦ, ଏହା ମଧ୍ୟରୁ ୭୫ଜଣିଆ ରାଜ୍ୟ ପରିଷଦ ଓ ୯ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ପ୍ରକ୍ରିୟା

ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ସର୍ବସ୧ତି କ୍ରମେ ନିଷ୍ପି ହୋଇଅଛି । ଏହି କନ୍ଭେନ୍ସନ ମର ଆବାହକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ

ଅନୁଷ୍ଠିତ ହୋଇଥିବା ବେଳେ କନ୍ଭେନ୍ସନରେ ମର ସାଂଗଠନିକ ଆନେ୍ଦାଳନାତ୍ମକ, ମକଦ୍ଧମା ବାବଦୀୟ ଓ ଆୟବ୍ୟୟର ବିବରଣୀ

ଉପସ୍ଥାପନ କରାଯାଇଥିଲା । ଏଥିରେ ରାଜ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପ…ନାୟକ, ମିଳିତ

ମର ମଧୁସୂଦନ ବିଶ୍ୱାଳ, ଉମେଶ ଚନ୍ଦ୍ର ନାୟକ, ଡ଼ାକ୍ତର ମହାନ୍ତ, ସଞ୍ଜୟ ମହାପାତ୍ର, ଅନୁରାଧା ସୁବୁଦ୍ଧି, ଜୟକୃ୩⁄୪ ଦାଶ, ଜ୍ୟୋତିକୁମାର

ସାହୁ, ଚିରଞ୍ଜନ ବାରିକଙ୍କ ସମେତ ଦିଗମ୍ବର ବାରିକ, ଫିରୋଜ କୁମାର ସାହୁ, ବିଭୂଦ ମିଶ୍ର, ଫାଲ୍ଗୁନି ରାଉତ, ମନୋଜ ପଣ୍ଡା,

ଭଞ୍ଜକିଶୋର ପ୍ରଧାନ, ସୋମନାଥ ପ୍ରଧାନ, ପ୍ରଭାତ କୁମାର ବିଶ୍ୱାଳ, ପ୍ରସନ୍ନ ଲେଙ୍କା, ପ୍ରେମାନନ୍ଦ ସେଠୀ, ସୂଯ୍ୟକୁମାର ରାଉତ, ଅମୂଲ୍ୟ

ନନ୍ଦ, ତି୍ରନାଥ ପଣ୍ଡା, ଖତୁରାମ ତାନ୍ତି, ଜଗବନ୍ଧୁ ପଟେଲ, ଫଗୁନ ବାଗ, ପୁଷ୍ପାଞ୍ଜଳି ଜେନା, କମଳିନୀ ସାହୁ, ପ୍ରଭାବତୀ ଦାସ, ପିତାମ୍ବର

ମାଣିକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ମତ ଉପସ୍ଥାପନ କରିଥିଲେ ।

Share in top social networks!