କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜୟନ୍ତ ସିହ୍ନାଙ୍କ ୨ ଦିନିଆ ଓଡିଶା ଗସ୍ତ

10653498_504002916468626_5246873512283952187_nକେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜୟନ୍ତ ସିହ୍ନା ଏକ ୨ଦିନିଆ ଓଡିଶା ଗସ୍ତରେ ଶୁକ୍ରବାର ଦିନ ଭୂବନେଶ୍ୱରରେ ପହଞ୍ଚିବେ । ଜାନୁଆରୀ ୮, ସନ୍ଧ୍ୟା ୬ଟାରେ ହୋଟେଲ ମ୍ୟାରିୟନରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀଯୁକ୍ତ ସିହ୍ନା ଗଣମାଧ୍ୟମ ପ୍ରତିନିଧିମାନଂକୁ ସଂବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!