ବିପିୟୁଟି ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ରଲିକ୍ ଓ ଠିକ୍ସମୟରେ ସାର୍ଟିଫିକେଟ୍ ଦେଇପାରୁନଥିବା ଶିକ୍ଷାମନ୍ତ୍ରୀ ଇସ୍ତଫା ଦାବି : ବିଜେପି ଯୁବମୋର୍ଚ୍ଚା

ଜୁପଟ୍ଟନାୟକବୈଷୟିକବିଶ୍ୱବିଦ୍ୟାଳୟରକୁଳପତିଙ୍କ ଦ୍ୱାରା ଆହୁତ ପୁରାତନ ଛାତ୍ରସମାରୋହରେକୁଳପତିଙ୍କୁ ଅଣ୍ଡାମାଡଘଟଣା ନବୀନ ସରକାରଙ୍କର ଅପରାଗତା ଓ ଛାତ୍ରମାରଣ ନୀତି ଓ ବୈଶୟିକଶିକ୍ଷା ଅନୁଷ୍ଠାନରେହୀନ ରାଜନୀତି ଓ ପ୍ରଶ୍ନପତ୍ରଲିକ୍କରି ଅସାଧୁ ଭାବେ ଅର୍ଥ ଉପାର୍ଜନ କରିବାସହିତଓଡ଼ିଶାରସାଧାରଣ ଓ ବୈଷୟିକଶିକ୍ଷାବ୍ୟବସ୍ଥାକୁରାଜ୍ୟସରକାରଯେଉଁଭଳିଭାବେ ଧ୍ୱଂସକରୁଛନ୍ତିବିଜେପିରାଜ୍ୟ ଯୁବମୋର୍ଚ୍ଚାସଭାପତିଶ୍ରୀଉମାକାନ୍ତ ପଟ୍ଟନାୟକ ଓ ସାଧରଣସଂପାଦକ ଶ୍ରୀଠାକୁରରଣଜିତ ଦାସକଠୋର ନିନ୍ଦାକରିଛନ୍ତି ।ବିପିୟୁଟିରଭିସିଙ୍କୁସାଧାରଣରେ ଅଣ୍ଡା ଓ ଟମାଟୋମାଡବିଜୁଜନତା ଦଳରଗୋଷ୍ଟିକନ୍ଦଳକୁ ପଦାରେ ପାକଇଛି ।ବିଜେଡିଓଡ଼ିଶାର ଯୁବଛାତ୍ରଙ୍କୁ ନିଯୁକ୍ତି ଦେବା ଦ୍ୱାହି ଦେଇ ୧୫ବର୍ଷ ଧରିଠକିକିଛାତ୍ରମାନଙ୍କଠାରୁ ୪୮ଲକ୍ଷ ଟଙ୍କା ଆଦାୟକରିବାଛାତ୍ରରାଜନୀତିଇତିହାସରେସବୁଠାରୁବଡଘୋଟାଲା । ୨୦୧୨ ରୁକଲେଜଛାଡିଥିବାଛାତ୍ରମାନଙ୍କୁସାର୍ଟିଫିକେଟ୍ ନମିଳିବାବିଶ୍ୱବିଦ୍ୟାଳୟର ଅବ୍ୟବସ୍ଥାକୁ ପଦାରେ ପକାଇଛି ।ଛିଟ୍ଫଣ୍ଡ ଓ ଜମିହଡପ ଦୁର୍ନୀତିରେବୈଷୟିକଶିକ୍ଷାମନ୍ତ୍ରୀଶ୍ରୀଯୁକ୍ତସଂଜୟଦାସବର୍ମାବୈଷୟିକଶିକ୍ଷା ଅନୁଷ୍ଠାନ ପରି•ଳନାକ୍ଷେତ୍ରରେମନ୍ତ୍ରୀଭାବେକୌଣସି ଦକ୍ଷତା ପ୍ରମାଣକରିପାରି ନାହାନ୍ତି । ଅପରପକ୍ଷରେବିଭିନ୍ନ ପ୍ରଲୋଭନ ଦେଖାଇବିଭିନ୍ନଶିକ୍ଷାନୁଷ୍ଠାନରଛାତ୍ରମାନଙ୍କୁନେଇବିଜୁଜନତା ଦଳ ଏକ ହୀନ ରାଜନୀତି ଆରମ୍ଭ କରିଛି ।ସବୁଠାରେଶୈଖିକବାତାବରଣ ନଷ୍ଟ କରିଛାତ୍ରମାନଙ୍କଭବିଷ୍ୟତକୁ ଅନ୍ଧାରକୁଠେଲି ଦିଆଯାଉଛି ।ଠିକ୍ସମୟରେଛାତ୍ରମାନଙ୍କର ପ୍ରମାଣପତ୍ର ଦିଆଯାଉ, ନିଯୁକ୍ତିଲୋଭ ଦେଖାଇମାନସିକ ଯନ୍ତ୍ରଣା ଦେଇଥିବା ୪୮ ହଜାରଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଉ । ପ୍ରଶ୍ନପତ୍ରଲିକ୍ଘଟଣାତୁରନ୍ତ ତଦନ୍ତ କରିବାସହଦୋଷୀମାନଙ୍କୁ ଦୁଷ୍ଟାନ୍ତ ଦଣ୍ଡ ଦିଆଯାଉ । ନିଜ ପୁଅରମାଟି୍ରିକ ପରୀକ୍ଷାମାର୍କବଢ଼ାଇ ପୂର୍ବତନ ମନ୍ତ୍ରୀଙ୍କ ବିଷ୍ଣୁ ଦାସଙ୍କୁଯେଉଁଭଳିମନ୍ତ୍ରୀ ପଦରୁବିତାଡିତକରାଯାଇଥିଲାସେହିଭଳିବୈଷୟିକଶିକ୍ଷାବିଭାଗମନ୍ତ୍ରୀତାଙ୍କ ପଦରୁବହିଷ୍କାରକରାଯାଉବୋଲିବିଜେପି ଯୁବମୋର୍ଚ୍ଚା ଦାବିକରିଛି ।

Share in top social networks!