ଜାତୀୟ ଗ୍ରାମୀଣ ଜୀବିକା ମିଶନ କର୍ମଶାଳା, ୧୦ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ ପାଇଁ ଲକ୍ଷ୍ୟ

arunsahooଆଜି ଜାତୀୟ ଗ୍ରାମୀଣ ଜୀବିକା ମିଶନ ସଂପର୍କିତ ଏକ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛିା ଏହି କର୍ମଶାଳାକୁ ପଞ୍ଚୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରି ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥ#ଲୋ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ନିରାକରଣ ନିମନ୍ତେ ଭତ୍ତିଭୂମିର ବିକାଶ, ମୌଳିକ ସେବା ପ୍ରଦାନ ଓ ଜୀବନଧାରଣ ମାନରେ ଉନ୍ନତି ପାଇଁ ପଞ୍ଚୟତିରାଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ଗ୍ରାମାଭିମୁଖୀ ଓ ଲୋକାଭିମୁଖୀ କରିବା ସହିତ ଏହାର ସଫଳ କାର୍ଯ୍ୟକାରିତା ସଂପର୍କରେ ସୂଚନା ଦେଇଥ#ଲୋ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଗ୍ରାମାଞ୍ଚଳର ଗରିବ ପରିବାରଙ୍କୁ ସଂଗଠିତ କରି ସେମାନଙ୍କର ଦକ୍ଷତା ବୃଦ୍ଧି ସହ ଜୀବନଜୀବିକାରେ ଗୁଣାତ୍ମକ ଅଭିବୃଦ୍ଧି ମିଶନର ଆଭିମୁଖ୍ୟ ଉଦ୍ଦିଷ୍ଟା ସମସ୍ତଙ୍କର ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ଆମର ଦାୟିତ୍ୱ ଏବଂ ଏହି ମିଶନର ଲକ୍ଷ୍ୟ ରୂପାୟନ ନିମନ୍ତେ ବଡ ଉପଲବ୍ଧି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥ#ଲୋ
ମନ୍ତ୍ରୀ ଡ. ସାହୁ ସମସ୍ତ ଗ୍ରାମୀଣ ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀଭୁକ୍ତ କରିବାକୁ ଅଗ୍ରାଧ#କାର ଭିତ୍ତିରେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥ#ଲୋ ଏହି ପ୍ରକ୍ରିୟାରେ ୧୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସହ ସଂପୃକ୍ତ କର୍ମଚାରୀ ଓ ଅଧ#କାରୀମାନେ ନିଷ୍ଠା ଓ ଆନ୍ତରିକତା ସହ ଉଦ୍ୟମ କରି ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଆହ୍ୱାନ ଦେଇଥ#ଲୋ
ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ସାର୍ବଜନୀନ କରିବା ସହ ବିକାଶର ମୁଖ୍ୟ ପ୍ରକ୍ରିୟାରେ ଏହି କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଆରୋପ କରିଥ#ଲୋ ସାମାଜିକ, ଅର୍ଥନୈତିକ ଓ ଜାତିଗତ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟକୁ ବିଶ୍ଳେଷଣ କରି ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ସେ ଦିଗରେ କାର୍ଯ୍ୟ କରି ଜନସାଧାରଣଙ୍କୁ ମିଶନର କାର୍ଯ୍ୟକ୍ରମରେ ସାମିଲ କରି ଏକ ପ୍ରଗତିଶୀଳ ସମାଜ ସୃଷ୍ଟି କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥ#ଲୋ
ସ୍ୱୟଂ ସହାୟକ ଗୋଷ୍ଠୀର ସଂଗଠନ କ୍ରମଶଃ କ୍ଲଷ୍ଟର ସ୍ତର ପରେ ଗ୍ରାମ ପଞ୍ଚାୟତ ସ୍ତର ଓ ବ୍ଲକ୍ ଏବଂ ଜିଲ୍ଲାସ୍ତରକୁ ସଂପ୍ରସାରିତ ହେବା ଆବଶ୍ୟକା ପରସ୍ପର ସହଭାଗିତା ଓ ସହଯୋଗିତା ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି କର୍ମଶାଳାରେ ମତପ୍ରକାଶ ପାଇଛିା
ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ପ୍ରଦାନ ସୁଧହାରକୁ ବାର୍ଷିକ ୧୨%ରେ ସୀମିତ ରଖ#ବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିା ଏହା ସହିତ ଗୋଷ୍ଠୀଗତ ଆଥ#ର୍କ ସହାୟତାର ସଫଳ ସମନ୍ୱୟ ହୋଇପାରିଲେ ଗ୍ରାମାଞ୍ଚଳର ଅର୍ଥନୀତିରେ ଆଖ#ଦୃଶିଆ ପରିବର୍ତ୍ତନ ଆସିପାରିବ ବୋଲି କର୍ମଶାଳାରେ ପ୍ରକାଶ ପାଇଛିା
ଏହି କର୍ମଶାଳାରେ ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶକ ପ୍ରଣବଜ୍ୟୋତି ନାଥ, ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧ#କାରୀ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନର ଅଧ#କାରୀମାନେ ଯୋଗଦେଇଥ#ଲୋ

୧. ଗ୍ରାମଞ୍ଚଳରେ ଥ#ବା ଗରିବ ପରିବାରଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସେମାନଙ୍କର ଦକ୍ଷତା ଅଭିବୃଦ୍ଧି କରି ସ୍ଥାୟୀ ଜୀବିକାରେ ଉନ୍ନତି ଆଣି ଦାରଦ୍ର୍ୟ ଦୂରୀକରଣ ନିମନ୍ତେ ଓଡ଼ିଶା ଜୀବକା ମିଶନର ମୂଳ ଲକ୍ଷ୍ୟା
୨. ଗ୍ରାମୀଣ ଓଡ଼ିଶାର ଅର୍ଥନୈତିକ ଓ ସାମାଜିକ ବିକାଶ ମିଶନର ପ୍ରମୁଖ ଆଭିମୁଖ୍ୟା
୩. ଏଥ# ନିମନ୍ତେ ୨୦୧୫-୧୬ ଆଥ#ର୍କ ବର୍ଷରେ ୧୦୬ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟବରାଦର ଲକ୍ଷ୍ୟ ରଖାଯାଇଛିା ବର୍ତ୍ତମାନ ସୁଦ୍ଧା ବିନିଯୋଗର ହାର ସନ୍ତୋଷଜନକ ରହିଛିା
୪. ରାଜ୍ୟରେ ୧୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଏବଂ ଏ ଦିଗରେ କାର୍ଯ୍ୟ ଚାଲିଛିା
୫. ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟମାନଙ୍କୁ ଋଣର ସୁଧହାର ୧୨%ରେ ସୀମିତ ରଖ#ବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତିା
୬. ଗ୍ରାମାଞ୍ଚଳ ଲୋକମାନଙ୍କର ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛିା ଲୋକମାନଙ୍କର ବ୍ୟାପକ ସହଯୋଗ ଓ ସହାଭାଗିତା ଉପରେ ଗୁରୁତ୍ୱ ଆରୋପ କରାଯାଇଛିା
୭. ଏଥ# ନିମନ୍ତେ ଏକ cଞ୍ଚmଞ୍ଛrehenଟiଠe କାର୍ଯ୍ୟକ୍ରମ ପ୍ରସ୍ୁତ ହୋଇଛିା
୮. ଆଜି କର୍ମଶାଳାରେ କାର୍ଯ୍ୟନ୍ୱୟନର ଧାରା ସଂପର୍କରେ ବିଶେଷ ଆଲୋଚନା କରାଯାଇ ଟenଟiଟ୍ଟize କରାଯାଇଛିା

Share in top social networks!