ନାକ୍ଡ଼ିପର ମାତୃଭାଷା ଭିତିକ ବହୁଭାଷୀ ପ୍ରାକ ପ୍ରାଥମିକ ଶିକ୍ଷା ସମ୍ପର୍କିତ ଜାତୀୟ କର୍ମଶାଳା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ଉଦ୍ଘାଟିତ ।

jualoramକେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ଶ୍ରୀଜୁଏଲ ଓରାମଙ୍କ ଦ୍ୱାରା ନୂଆଦିଲ୍ଲୀଠାରେ ନ୍ୟାସ୍ନାଲଏଡ଼ଭୋକାସିସେଂଟର ଫର ଇଣ୍ଡିଜେନସ୍ ପିପୁଲସ୍ରମାତୃଭାଷାଭିତ୍ିକବହୁଭାଷି ପ୍ରାକ ପ୍ରାଥମିକଶିକ୍ଷାଉପରେ ଏକ ଜାତୀୟକର୍ମଶାଳା ଉଦ୍ଘାଟିତହୋଇଯାଇଛି । ଏହିକର୍ମଶାଳାରେ ନାକ୍ଡ଼ିପ୍ରଜାତୀୟ ଆବାହାକଡ଼ଃ. ଜାକେବ୍ ଥୁଣ୍ଡିଲ ଆଦିବାସୀଶିଶୁମାନଙ୍କରଶିକ୍ଷାର ଅଗ୍ରଗତି ନହେବାର ପ୍ରମୁଖକାରଣମଧ୍ୟରେମାତୃଭାଷାରେଶିକ୍ଷାର ଅଭାବ ଏକ ମୁଖ୍ୟକାରଣବୋଲି ପ୍ରକାଶକରିଥିଲେ । ଦେଶରେ ୨୦୧୩ ମସିହାରେ ପ୍ରଚଳିତହୋଇଥିବାଜାତୀୟ ଅଦ୍ୟ ଶୈଶବଶିକ୍ଷା ନିତୀରଏଯାବତ ନିୟମ ପ୍ରଣୟନ ହୋଇନଥିବାରୁରାଜ୍ୟମାନଙ୍କରେଏହାସଠିକ୍ଭାବେକାର୍ଯ୍ୟକରିପାରୁନାହିଁ । ନାକ୍ଡ଼ିପ୍କାର୍ଯ୍ୟକରୁଥିବା ୧୬ ଟିରାଜ୍ୟରେଏହି ନୀତିକୁକିପରିଠିକ୍ଭାବେକାର୍ଯ୍ୟକରିବ ଏଥିପାଇଁବିହିତ ପଦକ୍ଷେପ ନେବାକୁସେମାନ୍ୟବରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ମନ୍ତ୍ରୀମହୋଦୟ ଏ ଦିଗରେବିହିତକାର୍ଯ୍ୟାନୁଷ୍ଠାନ ନେବେବୋଲି ପ୍ରତିଶୃତି ଦେଇ କହିଥିଲେ ଯେ, କେବଳମନ୍ତ୍ରୀ ଓ ଲୋକସଭାସଦସ୍ୟବାବିଧାନସଭାସଦସ୍ୟସରକାର ନୁହଁନ୍ତି । ସାଧାରଣଜନତାଙ୍କଭାଗିଦାରୀସରକାରେ ଅଧିକ । ନିୟମ ପ୍ରଣୟନ ହୁଏକିନ୍ତୁଏହିଅଧିକାରସାବ୍ୟସ୍ତକରିବାକୁ ପଡ଼େ ।
ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଗୁଜୁରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ ଆଦି ପ୍ରଦେଶମାନଙ୍କରୁଆସିଥିବା ପ୍ରତିନିଧିମାନେ ତାଙ୍କ ଅଂଚଳରେ ଥିବା ଅନ୍ୟାନ୍ୟସମସ୍ୟାଉପସ୍ଥାପନ କରିଥିଲେ ଓ ମନ୍ତ୍ରୀମହୋଦୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତକରିଥିଲେ ।
ଏହିକର୍ମଶାଳାରେ ଦକ୍ଷିଣଭାରତର ଆବାହକଶ୍ରୀ କି୍ରଷ୍ଣନ୍, ଉତରଭାରତର ଆବାହକଶ୍ରୀ ଅସ୍ପିନ୍ ପଲୱାଲ ଓ ଓଡ଼ିଶା ଆଦିବାସୀମଂଚର ଆବାହିକାଶ୍ରୀମତୀବିଦୁ୍ୟଲତାହୁଇକାମଂଚାସୀନ ଥାଇତାଙ୍କରମତାମତବ୍ୟକ୍ତକରିଥିଲେ । ଶେଷରେଶ୍ରୀଯୁକ୍ତଅମିନ ଧନ୍ୟବାଦ ଅର୍ପଣକରିଥିଲେ । ଏହିକର୍ମଶାଳାକୁପ୍ରେମ୍ରଲୋକସମ୍ପର୍କ ଅଧିକାରୀଶ୍ରୀରତନ ମିଶ୍ର ଓ ସୁଧିର ଦିଗାଲ ପରିଚାଳନାକରିଥିଲେ ।

Share in top social networks!