ପ୍ରାୟ ୧୦ହଜାର ପଦବୀ ଖାଲି ଯୋଗୁ ସ୍ୱାସ୍ଥ୍ୟ ବିଭାଗ କୋମାରେ: ତୁରନ୍ତ ଖାଲି ପଦବୀ ପୂରଣ ପାଇଁ ଦିଲିପ ରାୟଙ୍କ ଦାବି

ଓଡ଼ିଶାର ସରକାରୀ ଡାକ୍ତରଖା[ାଗୁଡ଼ିକରେ ଏବେ ପ୍ରାୟ ୨୦୦୦ ଡାକ୍ତର ପଦବୀ ଖାଲିପଡ଼ିଛି । ସେଥ#ମଧ୍ୟରୁ ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ଖାଲିପଡ଼ିଥ#ବା ଡାକ୍ତର ପଦବୀ ସଂଖ୍ୟା ପାଖାପାଖ# ୫୦୦ । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏକଥା ସ୍ୱୀକାର କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତ[ୁ ସବ୍ୟସାଚୀ [ାୟକ ।
କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲ, ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ହସ୍ପିଟାଲ ଓ ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ହସ୍ପିଟାଲରେ ପ୍ରଫେସର, ସହକାରୀ ପ୍ରଫେସର ଓ ସହଯୋଗୀ ପ୍ରଫେସର ପାହ୍ୟାରେ ୨୯୭ଟି ଡାକ୍ତର ପଦବୀ ଖାଲିପଡ଼ିଥ#ବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ସେହିଭଳି ରାଜ୍ୟର ୪ଟି ସରକାରୀ ହୋମିଓପାଥ#କ କଲେଜରେ ୧୧୪ଟି ଡାକ୍ତର ପଦବୀ ଖାଲି ରହିଛି । ସେହିଭଳି ୩ଟି ସରକାରୀ ଆୟୁର୍ବେଦିକ କଲେଜରେ ୭୯ଟି ପଦବୀ ଖାଲି । ଏସବୁ ଖାଲି ପଦବୀ ପ୍ରଫେସର, ରିଡର୍ ଓ ଅଧ୍ୟାପକ ପାହ୍ୟାର । ଆୟୁର୍ବେଦିକ କଲେଜଗୁଡ଼ିକରେ ୬ଟି ପ୍ରଫେସର, ୩୯ଟି ରିଡର୍ ଏବଂ ୩୪ଟି ଅଧ୍ୟାପକ ପଦବୀ ଖାଲି ରହିଛି । ଏହାଛଡ଼ା ଆଉ ୨ଟି ଏଏମ୍ଓ ଓ ୧୫୪ଟି ଅଣଶିକ୍ଷକ ପଦବୀ ମଧ୍ୟ ପୂରଣ ହୋଇପାରୁ[ାହିଁ । ସେହିଭଳି ସରକାରୀ ହିମୋଓପାଥ#କ କଲେଜରେ ୨୪ଟି ପ୍ରଫେସର, ୫୫ଟି ରିଡର୍ ଓ ୩୪ଟି ଅଧ୍ୟାପକ ପଦବୀ ମଧ୍ୟ ଖାଲି । ଏଗୁଡ଼ିକରେ ଆଉ ୩୦ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ପୁଣି ସ୍ୱୀକାର କରିଛନ୍ତି ଯେ ଓଡ଼ିଶାରେ ହୋମିଓପାଥ#କରେ ସ୍ନାତକୋତ୍ତର ଶିକ୍ଷା ପାଇଁ କେବଳ ଭୁବେ[ଶ୍ୱର ସ୍ଥିତ ଡ. ଅଭି[ ଚନ୍ଦ୍ର ହୋମିଓପାଥ#କ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସୁବିଧା ଥ#ଲେ ମଧ୍ୟ ୨୦୧୩-୧୪ ଶିକ୍ଷା ବର୍ଷରେ କେନ୍ଦ୍ରୀୟ ହୋମିଓପାଥ#କ କାଉ[୍ସିଲ୍ ଏଠାରେ [ାମାଙ୍କ[କୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ଫଳରେ ରାଜ୍ୟର ଏକମାତ୍ର ହୋମିଓପାଥ#କ ପି.ଜି ପାଠ୍ୟକ୍ରମ ଚାଲୁ[ାହିଁ । ଭିତ୍ତିଭୂମି ବିଶେଷ କରି ଶିକ୍ଷକ ଅଭାବରୁ ସିସିଏଚ୍ ଏହା ବନ୍ଦ କରିଥ#ଲେ ମଧ୍ୟ ତି[ିବର୍ଷ ଧରି ଭିତ୍ତିଭୂମି ସଜଡ଼ା ହୋଇପାରି[ାହିଁ । ରାଜ୍ୟରେ ଥ#ବା ୨ଟି ବେସରକାରୀ ହୋମିଓପାଥ#କ କଲେଜ ଓ ୩ଟି ବେସରକାରୀ ଆୟୁର୍ବେଦିକ କଲେଜରେ ବି ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ [ାହାନ୍ତି ।
ରାଜ୍ୟର ଅ[୍ୟା[୍ୟ ଡାକ୍ତରଖା[ାଗୁଡ଼ିକରେ ୧୦୧୬ଟି ଏଲୋପାଥ#କ, ୧୮୭ଟି ଆୟୁର୍ବେଦିକ ଓ ୨୯୩ଟି ହୋମିଓପାଥ#କ ଡାକ୍ତର ପଦବୀ ଖାଲିପଡ଼ିଛି । ଏହାଛଡ଼ା ୩୧୨୬ଟି ପାରାମେଡ଼ିକାଲ ପଦବୀ ମଧ୍ୟ ଖାଲି ଅଛି । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୮୭ଟି ଡାକ୍ତର ପଦବୀ ଓ ୩୩୨ଟି ପାରାମେଡ଼ିକାଲ ପଦବୀ ଖାଲି ପଡ଼ିଥ#ବା ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ।
ରାଉରକେଲା ଜେେ[ରାଲ ହସ୍ପିଟାଲରେ ଗୋଟିଏ ଶିଶୁ ରୋଗ ବିଶେଷଜ୍ଞ, ଦୁଇଟି ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ୩ଟି ଶଲ୍ୟ ବିଶେଷଜ୍ଞ, ଗୋଟିଏ ଭେଷଜ ବିଶେଷଜ୍ଞ, ଗୋଟିଏ ଆ[ାସ୍ଥେସିଆ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି । ଏହାଛଡ଼ା ଏଠାରେ ଗୋଟିଏ ଚକ୍ଷୁ ବିଶେଷଜ୍ଞ ଓ ୩ଟି ଆଇସିୟୁ ମେଡ଼ିକାଲ ଅଫିସର ପଦବୀ ମଧ୍ୟ ଖାଲି ରହିଛି । ଏହି ଡାକ୍ତରଖା[ାରେ ଆଉ ପ୍ରାୟ ୧୫ଟି ଡାକ୍ତର ପଦବୀ ଆଡ଼ଜଷ୍ଟ କରି ଚାଲିଛି । ଶ୍ରୀ ରାୟଙ୍କ ତିେ[ାଟି ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏପରି ତଥ୍ୟ ରଖ#ଛନ୍ତି ।
ସାରା ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ଚିକିତ୍ସକ ଓ ଅଣଚିକିତ୍ସକ ପାହ୍ୟାରେ ପ୍ରାୟ ୧୦ହଜାର ପଦବୀ ଖାଲି ପଡ଼ିଥ#ବା ବେଳେ ଖୁବ୍ କମ୍ ବେତ[ରେ ଆଉ ପ୍ରାୟ ୧୦ ହଜାର କର୍ମଚାରୀ ଠିକାରେ କାମ କରୁଛନ୍ତି । ଏଥ#ଯୋଗୁ ସ୍ୱାସ୍ଥ୍ୟସେବା ବିଗିଡ଼ିବା ସହିତ ମେଡ଼ିକାଲ କଲେଜଗୁଡ଼ିକରେ ଅବ୍ୟବସ୍ଥା ଲାଗି ରହୁଛି ଏବଂ ପାଠପଢ଼ା ବି ବ୍ୟାହାତ ହେଉଛି । ଏ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗର ପଦବୀ ପୂରଣ କ୍ଷେତ୍ରରେ ଅର୍ଥ ବିଭାଗ ଅ[ର୍ଥ ସୃଷ୍ଟି କରୁଥ#ବାରୁ ସ୍ୱାସ୍ଥ୍ୟ ପ୍ରଶାସ[ ଏକପ୍ରକାର କୋମାକୁ ଚାଲିଯାଉଛି । ତୁରନ୍ତ ୩ ମାସ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଖାଲି ପଦବୀ ପୂରଣ ସହିତ ରାଜଉରକେଲାରେ [ାମାଙ୍କ[ ବନ୍ଦ ରହିଥ#ବା ଘରୋଇ ହାଇଟେକ୍ ମେଡ଼ିକାଲ କଲେଜକୁ ସରକାର ହାତକୁ େ[ବା ଏବଂ ଆର୍ଜିଏଚ୍କୁ ପିଜିଆଇ ଷ୍ଟାଟସ୍ ଦେବା ପାଇଁ ଏକ ବିବୃତିରେ ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି ।

Share in top social networks!