ଓଡ଼ିଶାର ପରିଚୟ ଏବଂ ଅସ୍ମିତା ନିର୍ମାଣରେ ଶିଳ୍ପୀ ଓ କାରିଗରମାନଙ୍କ ଭୂମିକା ସର୍ବଶ୍ରେଷ୍ଠ -ମନ୍ତ୍ରୀ ଶ୍ରୀମତୀ ଛୁରିଆ

churiaସମଗ୍ର ବିଶ୍ୱରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ଅସ୍ମିତା ନିର୍ମାଣରେ ଓଡ଼ିଆ ଶିଳ୍ପୀ ଓ କାରିଗରମାନଙ୍କର ଭୂମିକା ସର୍ବଗରିଷ୍ଠା ଏଇ ମାଟିର ଶିଳ୍ପୀମାନେ କୋଣାର୍କ ନିର୍ମାଣ କରିଥ#ଲୋ ଏ ରାଜ୍ୟର କଳା ଓ ସଂସ୍କୃତିକୁ ପରିପୁଷ୍ଟ କରିଥ#ବା ଶିଳ୍ପୀ ଓ କାରିଗରମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧା କାରିଗରମାନଙ୍କ ନିକଟରେ କିଭଳି ଶସ୍ତାରେ କଞ୍ଚାମାଲ ଉପଲବ୍ଧ ହେବ, ସେମାନେ ଉନ୍ନତ ମାନର ସାମଗ୍ରୀ ପ୍ରସ୍ତୁତ କରିବେ, ପର୍ଯ୍ୟାପ୍ତ ବିକି୍ରବଟା ବ୍ୟବସ୍ଥା କରାଯିବ, ସେମାନଙ୍କର ଅର୍ଥନୈତିକ ବିକାଶ ଓ ଜୀବନଜୀବିକାରେ ସମୃଦ୍ଧି ଘଟିବ ସେଥ#ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ଫଳପ୍ରସୂ ହସ୍ତଶିଳ୍ପ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମତବ୍ୟକ୍ତ କରିଛନ୍ତିା
ଆଜି ପୂର୍ବାହ୍ନରେ ସିଡାକ୍ଠାରେ ସର୍ବଭାରତୀୟ ହସ୍ତଶିଳ୍ପ ସପ୍ତାହ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ଛୁରିଆ ସିଡାକ୍ଠାରେ ହସ୍ତକଳାରେ ପ୍ରଶିକ୍ଷଣ ନେଉଥ#ବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥ#ଲୋ ଏହି ସମାରୋହରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶିକା ସଂଘମିତ୍ରା କାନୁନ୍ଗୋ, ବିଭାଗୀୟ ଯୁଗ୍ମସଚିବ ରାଜା ପରିଜା ପ୍ରମୁଖ ଉଦ୍ବୋଧନ ଦେଇ ହସ୍ତଶିଳ୍ପ କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ସରକାରଙ୍କ ସମସ୍ତ ଯୋଜନାର ଉପଯୋଗ କରିବାକୁ ପରାମର୍ଶ ଦେଇଥ#ଲୋ ହସ୍ତଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ଆର୍.ଏନ୍ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥ#ଲୋ ଧନ୍ୟବାଦ ଅର୍ପଣ କରିଥ#ଲେ ହସ୍ତଶିଳ୍ପ ସ୍ୱତନ୍ତ୍ର ଅଧ#କାରୀ ଇଂ ସନାତନ ନାୟକା
ହସ୍ତଶିଳ୍ପ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସିଡାକ୍ରେ ତାଲିମ ନେଉଥ#ବା ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ହସ୍ତଶିଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥ#ଲାା ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀ ଯଥାକ୍ରମେ-ସୁନୀଲ କୁମାର ମହାରଣାଙ୍କୁ ପଥର ଖୋଦେଇ ପାଇଁ ୧୦ ହଜାର ଟଙ୍କା, ଦେବେନ୍ଦ୍ର କୁମାର ପରିଡାଙ୍କୁ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ପାଇଁ ୭ ହଜାର ଟଙ୍କା ଏବଂ ଜଗମୋହନ ସେଠ୍ଙ୍କ ଟେରାକୋଟା ପାଇଁ ୫ ହଜାର ଟଙ୍କା ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଥ#ଲାା ପୂର୍ବରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥ#ବା ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡିକୁ ମନ୍ତ୍ରୀ ଓ ବରିଷ୍ଠ ଅଧ#କାରୀମାନେ ବୁଲି ଦେଖ#ଥ#ଲୋ ଉଦ୍ଘାଟନୀ ଉତ୍ସବରେ ପୁରସ୍କାରପ୍ରାପ୍ତ କାରିଗର, ମାଷ୍ଟର ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଏବଂ ହସ୍ତ ଓ କୁଟୀର ଶିଳ୍ପ ବିଭାଗର ଅଧ#କାରୀବୃନ୍ଦ ଉପସ୍ଥିତ ଥ#ଲୋ

Share in top social networks!