ଓପିଜିନ୍ଦଲସ୍କୁଲ୍ବଡବିଲ୍ ପକ୍ଷରୁଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ

jsplଜନସାଧାରଣଙ୍କୁ ପ୍ରଦୂଷଣଏବଂଏହାକୁ ନିୟନ୍ତ୍ରଣକରିବାସମ୍ପର୍କରେସଚେତନତାସୃଷ୍ଟିକରିବାଉଦେ୍ଧଶ୍ୟରେଓପିଜିନ୍ଦଲସ୍କୁଲ୍ବଡବିଲ୍ ପକ୍ଷରୁଡିସେମ୍ବର ୨ ତାରିଖରେଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତହୋଇଯାଇଛି । ଓଡିଶାରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ (ଓଏସ୍ପିସିବି)ର କେନ୍ଦୁଝରରିଜିଅନର ଆଂଚଳିକ ଅଧିକାରୀ ଡ. ସୋହନ ଗିରିଏହି ଅବସରରେ ଆୟୋଜିତସଭାରେସଭାପତିତ୍ୱକରିଥିଲେ । ଜେଏସପିଏଲ (ଜିଏମ୍) ଇଏମଡିଏଣ୍ଡ୍ସଷ୍ଟେନବିଲିଟି ଡ. ରାମଚନ୍ଦ୍ରରାଉତ, ଜିନ୍ଦଲସ୍କୁଲ୍ର ଅଧ୍ୟକ୍ଷ ଶ୍ରୀଜିରାମକିଶୋର, ସମସ୍ତଶିକ୍ଷକଶିକ୍ଷୟିତ୍ରୀଏବଂ ଅନ୍ୟାନ୍ୟ ଅଧିକାରୀଏହି ଅବସରରେଉପସ୍ଥିତ ଥିଲେ ।
୧୯୮୪ ମସିହାରେଘଟିଥିବା ଦୁଃଖଦ ଭୋପାଳଗ୍ୟାସ ଦୁର୍ଘଟଣାରେ ପ୍ରାଣହରାଇଥିବାବ୍ୟକ୍ତିମାନଙ୍କରସ୍ମୃତିରେ ଦୁଇମିନିଟ୍ ନୀରବ ପ୍ରାର୍ଥନାକରାଯାଇଥିଲା ।ଜେଏସପିଏଲସହିତମିଳିତଭାଗିଦାରୀରେଓଡିଶାରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ (ଓଏସ୍ପିସିବି) ଓପିଜିନ୍ଦଲସ୍କୁଲ୍ଛାତ୍ରଛାତ୍ରୀମାନଙ୍କମଧ୍ୟରେଚିତ୍ରାଙ୍କନ ଏବଂକୁଇଜ୍ ପ୍ରତିଯୋଗିତା ଆୟୋଜନ କରିଥିଲା । ଇଂ ଆରକେସାହୁ(ଓଏସ୍ପିସିବି) ଏବଂଜେଏସପିଏଲ ଅଧିକାରୀମାନେ ଏହି ପ୍ରତିଯୋଗିତାକୁ ପରିଚାଳନାକରିଥିଲେ ।
ଚିତ୍ରାଙ୍କନ ଏବଂକୁଇଜ୍ ପ୍ରତିଯୋଗିତାରକୃତିଛାତ୍ରଛାତ୍ରୀମାନଙ୍କୁମୁଖ୍ୟ ଅତିଥି ଡ. ସୋହନ ଗିରି ପୁରସ୍କାରବିତରଣକରିଥିଲେ । ସମାଜରେବଢିଚାଲିଥିବାଶିଳ୍ପାୟନକୁ ଦୃଷ୍ଟିରେରଖି ପ୍ରଦୂଷଣରମାତ୍ରାକୁକମ୍କରିବାଏବଂ ପ୍ରଦୂଷଣକମ୍କରିବା ନିମନ୍ତେ ସଚେତନତାସୃଷ୍ଟିକରିବାରେଛାତ୍ରଛାତ୍ରୀମାନଙ୍କରଗୁରୁତ୍ୱପୂର୍ଣ୍ଣଭୂମିକାସଂପର୍କରେମୁଖ୍ୟ ଅତିଥି ଶ୍ରୀଗିରି ଆଲୋକପାତକରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣକରିବା ନିମନ୍ତେ ଜେଏସପିଏଲ, ଏସଏମପିଏଲଏବଂଜିନ୍ଦଲସ୍କୁଲ୍ତରଫରୁ ନିଆଯାଉଥିବାବିଭିନ୍ନ ପଦକ୍ଷେପ ସମ୍ପର୍କରେଶ୍ରୀଗିରିଏହି ଅବସରରେପ୍ରଶଂସାକରିଥିଲେ ।

Share in top social networks!