ଯୁବ ଭୂତତ୍ତ୍ୱବିଦ୍ଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଆଜି ଭୁବନେଶ୍ୱରସ୍ଥିତ ହୋଟେଲ ସୂର୍ଯ୍ୟାଂଶଠାରେ ଓଡ଼ିଶା ଭୂତତ୍ତ୍ୱ ସେବା ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ଯୁବ ଭୂତତ୍ତ୍ୱବିଦ୍ମାନଙ୍କୁ ଉଚ୍ଚମାନର ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତିା ପ୍ରତ୍ୟେକ କର୍ମଚାରୀ ନିଜ କଥା ଚିନ୍ତା କଲାବେଳେ ରାଜ୍ୟ କଥା ମଧ୍ୟ ଚିନ୍ତା କଲେ ରାଜ୍ୟର ପ୍ରଗତିରେ ଏହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତିା ଏଥ# ସହିତ ସୃଜନଶୀଳ କାର୍ଯ୍ୟ କରିଥ#ବା କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଦିଆଯିବ ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥ#ଲୋ ସଂଘର ଉପସଭାପତି ଶ୍ରୀ ବିକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥ# ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍.କେ. ଶର୍ମା ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ଆଗକୁ ଭୂତତ୍ତ୍ୱବିଦ୍ମାନେ ଅଧ#କ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥ#ଲୋ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଆର୍ତ୍ତତ୍ରାଣ ଦାସ ବୈଜ୍ଞାନିକ ଜ୍ଞାନକୌଶଳ ଆଜି ଭୂତତ୍ତ୍ୱବିଦ୍ମାନଙ୍କ କାର୍ଯ୍ୟଧାରାକୁ ସହଜ କରିଦେଇଛି ବୋଲି କହିଥ#ଲୋ ତେବେ ବର୍ତ୍ତମାନ ସମୟରେ ଏ କ୍ଷେତ୍ରରେ ଅନେକ ଘରୋଇ ସଂସ୍ଥା ପ୍ରବେଶ କରିଥ#ବା ହେତୁ ସରକାରୀ କର୍ମଚାରୀମାନେ ଏହି ନୂତନ ଚାଲେଞ୍ଜକୁ ଦୃଢତାର ସହ ନିଜର ଦକ୍ଷତା ମାଧ୍ୟମରେ ସାମ୍ନା କରିବାକୁ ସେ ଆହ୍ୱାନ ଦେଇଥ#ଲୋ ସଂଘର ସଂପାଦକ ତାଙ୍କର ବାର୍ଷିକ ବିବରଣୀରେ ସଂଘର ସମସ୍ୟା ଉପସ୍ଥାପନ କରି କ୍ୟାଡର ଅପ୍ଗ୍ରେଡେସନ୍ କରିବା, ଠିକ୍ ସମୟରେ ପଦୋନ୍ନତି ଦେବା ଏବଂ କେତେକ ବୈଷୟିକ ପଦବୀ ସୃଷ୍ଟି କରିବା ପାଇଁ ଦାବି ଜଣାଇଥ#ଲୋ
ଦ୍ୱିତୀୟ ଅଧ#ବେଶନରେ ସଂଘର କେତେକ ପରଲୋକଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥ#ଲାା ଏଥ# ସହିତ କେତେକ ପୂର୍ବତନ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ
କରାଯାଇଥ#ଲାା ପରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥ#ଲାା ଏହି ସାଧାରଣ ବୈଠକରେ ସଂଘର ବହୁ ପୁରାତନ ସଦସ୍ୟ ଯୋଗ ଦେଇଥ#ଲୋ

Share in top social networks!