ଆଇନଜୀବି ମାନଙ୍କର ସ୍ୟାଟ୍ ଉଚ୍ଛେଦ ପ୍ରସଂଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର

okilaokilaରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତିକ୍ରମେ ରାଜ୍ୟ ଆଡ଼୍ମିନିଷ୍ଟ୍ରେଟିଭ୍ ଟି୍ରବୁ୍ୟନାଲକୁ ବନ୍ଦ କରିଦେବା ବିରୁଦ୍ଧରେ ଆନ୍ଦୋଳନରତ ଆଇନଜୀବି ମାନେ ରବିବାର ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତିା

ରାଜ୍ୟ ସରକାରଙ୍କର ସାଧାରଣ ସରକାରୀ କର୍ମଚାରୀ ମାନଙ୍କ ସ୍ୱାର୍ଥ ବିରୋଧ# ନିର୍ଣ୍ଣୟ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର
ହସ୍ତକ୍ଷେପ କରିବା ପାଇଁ ଆଇନଜୀବିମାନେ ଦାବି କରିଥ#ଲୋ ଶ୍ରୀ ପ୍ରଧାନ ଆଇନଜୀବି ମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ସୋମବାର କେନ୍ଦ୍ର କାର୍ମିକ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବୋ

ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କର ସମସ୍ୟାକୁ ନେଇ ସ୍ୟାଟ୍ର ଏକ ପ୍ରମୁଖ ଭୂମିକା ରହିଛିା ଦେଶର ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତ ନ୍ୟାୟାଳୟ ବିଭିନ୍ନ ମାମଲାରେ ଭରି ହୋଇଥ#ବା ବେଳେ ସ୍ୟାଟ୍ର ଉଚ୍ଛେଦ ନ୍ୟାୟକୁ ଆହୁରି ବିଳମ୍ବିତ କରିବା

Share in top social networks!