ଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାର ଅଂଶଗ୍ରହଣ ; ଓଡ଼ିଶା ମଣ୍ଡପକୁ ମେକ୍ ଇନ୍ ଇଣ୍ଡିଆ ଆଧାରରେ ପ୍ରସ୍ତୁତ କରାଯିବ

ଚଳିତ ବର୍ଷ ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଉଥ#ବା ପରିପ୍ରେକ୍ଷୀରେ ଏଥ#ରେ ଓଡ଼ିଶାର ମଣ୍ଡପକୁ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛିା

ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ସମ୍ମିଳନୀ କକ୍ଷରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ଅଂଶଗ୍ରହଣ ଉପରେ ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥ#ଲାା ଚଳିତ ବର୍ଷ ଓଡ଼ିଶା ମଣ୍ଡପକୁ “ମେକ୍ ଇନ୍ ଇଣ୍ଡିଆ’ ଆଧାରରେ ପ୍ରସ୍ତୁତ କରାଯିବା
ସଂପର୍କରେ ଆଲୋଚନା ହୋଇଛିା ଏଥ#ରେ ବିଭାଗୀୟ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଅଧ୍ୟକ୍ଷତା କରି ଚଳିତ ବର୍ଷ ଯେପରି ଓଡ଼ିଶା ମଣ୍ଡପ ଅଧ#କ ଆକର୍ଷଣୀୟ ହୋଇପାରିବ ସେଥ# ନିମନ୍ତେ ଉପସ୍ଥିତ ବିଭିନ୍ନ ବିଭାଗର ଅଧ#କାରୀମାନଙ୍କ ସହଯୋଗ କାମନା କରିଥ#ଲୋ ଏଥ#ରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସୁଶିଲ କୁମାର ଦାସ ଯୋଗଦେଇ ସମସ୍ତ ବିଭାଗୀୟ ମଣ୍ଡପର ଡିଜାଇନ୍କୁ ନିର୍ଦ୍ଧାରିତ
ସମୟ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥ#ଲୋ ସୂଚନାଯୋଗ୍ୟ ଚଳିତ ବର୍ଷ ବାଣିଜ୍ୟ ମେଳାରେ ଟିମ୍ ଓଡ଼ିଶା, କୃଷି, ପର୍ଯ୍ୟଟନ, ଟାଟାଷ୍ଟିଲ, ନାଲକୋ, ଓ.ଏଚ୍.ପି.ସି. ସମେତ ବୟନଶିଳ୍ପ ବିଭାଗ ଓ ହସ୍ତଶିଳ୍ପ ବିଭାଗ ଭାଗନେବୋ

ଆନ୍ତର୍ଜାତିକ ବାଣିଜ୍ୟ ମେଳା ଅବସରରେ ନଭେମ୍ବର ୨୪ ତାରିଖରେ ପ୍ରଗତି ମଇଦାନସ୍ଥିତ ହଂସଧ୍ୱନୀ ଥ#ଏଟରଠାରେ ଓଡ଼ିଶା ଦିବସ ପାଳନ କରାଯିବା ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବୋ ଏଥ# ସହିତ ମେଳା ପରିସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସମ୍ବଳିତ ଫୁଡ୍କୋର୍ଟ ଖୋଲାଯିବ ଏବଂ ଖ୍ୟାତିସଂପନ୍ନ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀମାନଙ୍କ ଦ୍ୱାରା ବାଲୁକାକଳା, ପଥର ଖୋଦେଇ ଏବଂ ବିଭିନ୍ନ ହସ୍ତଶିଳ୍ପର ଲାଇଭ୍ ଡେମୋନ୍ଷ୍ଟ୍ରେସନ୍ (କiଠe ଉemଞ୍ଚnଟଟ୍ଟrଚ୍ଚଟ୍ଟiଞ୍ଚn) ପ୍ରଦର୍ଶନ କରାଯିବା
ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧ#କାରୀମାନେ ଯୋଗଦେଇଥ#ଲୋ

Share in top social networks!