କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ବଣାଇ ମଜ୍ଦୁରସଂଘ କାର୍ଯ୍ୟାଳୟ ଉଦ୍ଘାଟିତ ।

jualକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମଆଜିବଣାଇ ନିର୍ବାଚନ ମଣ୍ଡଳୀକୋଇଡ଼ାବ୍ଳକଅନ୍ତର୍ଗତରେଞ୍ଜେଡ଼ାଠାରେବଣାଇମଜ୍ଦୁରସଂଘର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ । ମଜ୍ଦୁରସଂଘରେଲୱେସାଇଟିଙ୍ଗୟୁନିଟ୍ରଶହଶହଶ୍ରମିକଏକ ର୍ୟାଲିରେବାହରିରେଞ୍ଜେଡ଼ାଠାରେ ଏକ ସାଧାରଣସଭାରେଉପସ୍ଥିତହୋଇଥିଲେ ।

ପରେକେନ୍ଦ୍ରମନ୍ତ୍ରୀଶ୍ରୀଓରାମଚୋରଧରା ପ୍ରାଇମେରୀସ୍କୁଲକୁ ପରିଦର୍ଶନରେ ଯିବାସହସ୍କୁଲରଛାତ୍ରଛାତ୍ରୀ, ଶିକ୍ଷକ/ ଶିକ୍ଷୟତ୍ରୀଏବଂଗ୍ରାମବାସୀମାନଙ୍କସହବିଭିନ୍ନବିଷୟରେ ଆଲୋଚନାକରିଥିଲେ । ଶେଷରେଶ୍ରୀଓରାମଗଗନାପୋଷ ପଂଚାୟତ (ପରମଡ଼ିହି) ଗସ୍ତ କରିସେଠାରେହେବାକୁ ଥିବାରେଲୱେସାଇଟିଙ୍ଗସମ୍ବନ୍ଧରେଶ୍ରମିକଗୋଷ୍ଠୀଙ୍କସହ ଆଲୋଚନାକରିଥିଲେ ।
ଏହିସମସ୍ତକାର୍ଯ୍ୟକ୍ରମରେମନ୍ତ୍ରୀଶ୍ରୀଓରାମଙ୍କସହବଣାଇଜିଲ୍ଲାସଭାପତିଶ୍ରୀମନୋଜ ପ୍ରଧାନ ,ରାଜ୍ୟକାର୍ଯ୍ୟକାରିଣୀସଦସ୍ୟଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲାସାଧାରଣସମ୍ପାଦକ ତଥା ବଣାଇବିଧାନସଭାବିଜେପିବିଧାୟକ ପ୍ରାର୍ଥୀଶ୍ରୀଲୁଥାରଓରାମ, ଜିଲ୍ଲାସାଧାରଣସମ୍ପାଦକ ଶ୍ରୀରାସବିହାରୀ ପ୍ରଧାନ,ବଣାଇମଣ୍ଡଳସଭାପତିଶ୍ରୀସୁରେନ୍ଦ୍ରନାଥ ସାହୁ,ଲହୁଣୀପଡ଼ାମଣ୍ଡଳସଭାପତି ନାରାୟଣକୁମ୍ଭାର, କୋଇଡ଼ାମଣ୍ଡଳସଭାପତିଶ୍ରୀମହେଶସା, ଚାରୁଓରାମ, ଶିବରାମଓରାମ, ଅଶୋକଲୋହାର, କୈଳାସଠାକୁର, ଘନେଶ୍ୱରମହନ୍ତ, ମେଲୋରୀବାରିକଏବଂବାଗୁନ୍ ଗରାଇଙ୍କସମେତବହୁ ପମୁଖକାର୍ଯ୍ୟକର୍ତାଉପସ୍ଥିତ ଥିଲେ ।

Share in top social networks!