ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ

omslଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନିଲ୍ ବିକ୍ରମସିଂହେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଭାରତ ଗସ୍ତରେ ଆସିଥ#ବା ଅବସରରେ ତାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଥ#ବା ସଂପର୍କ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥ#ଲାା

ଏହି ଆଲୋଚନା ସମୟରେ ଭାରତର ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ ଉଦ୍ୟୋଗଗୁଡ଼ିକର ଶ୍ରୀଲଙ୍କାରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ କାର୍ଯ୍ୟ କରିବାର ଆଗ୍ରହ ଥ#ବା ଶ୍ରୀ ପ୍ରଧାନ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥ#ଲୋ

ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ତୈଳ ନିଗମର ଶ୍ରୀଲଙ୍କାରେ ୧୮୩ଟି ଖାଉଟି ବିକ୍ରୟ କେନ୍ଦ୍ର କାର୍ଯ୍ୟ କରୁଛିା ଶ୍ରୀଲଙ୍କାରେ ତୈଳ କ୍ଷେତ୍ରରେ ବଜାରର ୨୦ଭାଗ ବ୍ୟବସାୟ ଭାରତୀୟ ତୈଳ ନିଗମ ହାତରେ ରହିଛିା

ଏହି ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ପ୍ରଧାନଙ୍କ ସହ ଶ୍ରୀଲଙ୍କାରେ ଭାରତୀୟ ରାଷ୍ଟ୍ରଦୂତ, ତୈଳ ଓ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ତଥା ତୈଳ ଓ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!