୩୯୭ ବ୍ଲକ ଗ୍ରାଣ୍ଟ ପାଉନଥିବା ବିଦ୍ୟାଳୟର ଯୋଗ୍ୟ ଶିକ୍ଷକମାନଙ୍କୁ ଅନୁଦାନ ପରିସରକୁ ଅଣାଯିବ ବୋଲି ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା

୩୯୭ ବ୍ଲକ୍ ଗ୍ରାଣ୍ଟ ନ ପାଉଥ#ବା ବିଦ୍ୟାଳୟର ଶିକ୍ଷକ ଯେଉଁମାନେ ଅନୁଦାନ ପାଇବା ନିମନ୍ତେ ସବୁ କ୍ଷେତ୍ରରେ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କୁ ଅନୁଦାନ ପରିସରକୁ ଅଣାଯିବ ବୋଲି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଘୋଷଣା କରିଛନ୍ତିା ଏଥ# ମଧ୍ୟରେ ନୂତନ ସ୍ୱୀକୃତିପ୍ରାପ୍ତ ୨୮୫ଟି ଉଚ୍ଚବିଦ୍ୟାଳୟ, ଅନୁଦାନ ଅପେକ୍ଷାରେ ଗ୍ରାମପଞ୍ଚାୟତର ଦ୍ୱିତୀୟ ଓ ତୃତୀୟ ଉଚ୍ଚବିଦ୍ୟାଳୟ ୫୦ଟି, ପୂର୍ବରୁ ଯୋଗ୍ୟ ବିବେଚିତ ହୋଇ ନଥ#ବା, କିନ୍ତୁ ବର୍ତ୍ତମାନ ଯୋଗ୍ୟତା ଲାଭ କରିଥ#ବା ୨୪ଟି ବିଦ୍ୟାଳୟ ଏବଂ ୩୮ଟି ସଂସ୍କୃତ ଟୋଲ ଅନ୍ତର୍ଭୁକ୍ତା ଗତ କ୍ୟାବିନେଟ୍ ବୈଠକରେ ଅନୁମୋଦନ ପରେ ଏହାକୁ ଯୋଜନା ଓ ସମନ୍ୱୟ ଏବଂ ଅର୍ଥ ବିଭାଗକୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପଠାଯାଇଛିା ଏଥ# ସହିତ ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟରେ ଖାଲି ପଡୁଥ#ବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ପଦ୍ଧତି ନିର୍ଦ୍ଧାରଣ କରାଯିବା ଅଧ#କତର ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟକୁ ଦ୍ୱିତୀୟ ପର୍ଯ୍ୟାୟରେ କଂପୁ୍ୟଟର ଶିକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା

ସୂଚନାଯୋଗ୍ୟ ଯେ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ପାଇଁ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଆଲୋଚନା ସକରାତ୍ମକ ହୋଇଥ#ଲାା ଏଥ#ରେ ନିଉ ଗ୍ରାଣ୍ଟ-ଇନ୍-ଏଡ୍ (କ୍ତew ଐrଚ୍ଚnଟ୍ଟ-in-ଚ୍ଚiଛ) ନୀତିରେ ଶିକ୍ଷକ, କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥ#ବା ଏବଂ ଏହାକୁ ପୁନଃ ସମୀକ୍ଷା ପାଇଁ ମନ୍ତ୍ରୀସ୍ତରୀୟ
କମିଟି ମଧ୍ୟ ବିଚାର ଆଲୋଚନା ପରେ ନିଷ୍କର୍ସରେ ଉପନୀତ ହେବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଉଲ୍ଲେଖ କରିଥ#ଲୋ ବିଭିନ୍ନ ପର୍ଯ୍ୟାୟରେ ବିଚାରବିମର୍ଶ ଜାରି ରହିଥ#ବାରୁ ଶିକ୍ଷକଶିକ୍ଷୟିତ୍ରୀ ସଂଗଠନମାନେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶିକ୍ଷାଦାନ ବ୍ୟବସ୍ଥା ଚାଲୁ କରିବାକୁ ମନ୍ତ୍ରୀ ବିଧାନସଭାରେ ନିବେଦନ କରିଥ#ଲୋ

Share in top social networks!