ବିଜେପି ରାଜ୍ୟ ସାଂଗଠାନିକ ନିର୍ବାଚନ ପାଇଁ ରାଜକିଶୋର ଦାସ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ

ଚଳିତ ସଦସ୍ୟତା ମହାଭିଯାନ, ସଂପର୍କ ମହାଭିଯାନ ଏବଂ ନୂତନ ଓ ପୁରାତନ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ପରେ ସାଂଗଠାନିକ ପୁର୍ନବିନାସ ପାଇଁ ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି, ରାଜ୍ୟ ପରିଷଦ, ରାଷ୍ଟ୍ରୀୟ ପରିଷଦ ଏବଂ ରାଜ୍ୟ ସଭାପତିଙ୍କର ନିର୍ବାଚନର ତଦାରଖ କରିବା ପାଇଁ ବିଜେପିର ଅନୁଭବି ନେତା ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କୁ ଦଳର କେନ୍ଦୀୟ୍ର ନିର୍ବାଚନ ଅଧିକାରୀ ଶ୍ରୀ ଅଭିନାଶ ରାୟ ଖାନ୍ନା ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ୍ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME