“ଟୁର ଅପରେଟରମାନେ ରାଜ୍ୟକୁ ଅଧ#କ ପର୍ଯ୍ୟଟକ ଆଣିବାକୁ ଉଦ୍ୟମ କରନ୍ତୁ’: ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା

ashokpandaଓଡ଼ିଶାରେ ପର୍ଯ୍ୟଟନ ବିକାଶ ଦିଗରେ ଟୁର୍ ଅପରେଟରମାନଙ୍କର ଯଥେଷ୍ଟ ଭୂମିକା ରହିଛି ଓ
ସେହି ଦୃଷ୍ଟିରୁ ରାଜ୍ୟକୁ ଅଧ#କ ପର୍ଯ୍ୟଟକ ଆଣିବାରେ ସେମାନେ ସହଯୋଗ କରିବାକୁ ପର୍ଯ୍ୟଟନ ଓ
ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରାମର୍ଶ ଦେଇଛନ୍ତିା ଗତକାଲି ମଧ୍ୟପ୍ରଦେଶର ଇନ୍ଦୋରଠାରେ
ଭାରତୀୟ ଟୁର&୍ ଅପରେଟର୍ସ ମହାସଂଘର ୩୧ତମ ବାର୍ଷିକ ଅଧ#ବେଶନରେ ସମ୍ମାନିତ ଅତିଥ# ଭାବରେ
ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ମର୍ମରେ ଓଡ଼ିଶାର ପର୍ଯ୍ୟଟନ ବିକାଶ ନିମନ୍ତେ ସେମାନଙ୍କ ସହଯୋଗ
କାମନା କରିଛନ୍ତିା
ଇନ୍ଦୋରସ୍ଥିତ ଭଗବତୀ ପ୍ୟାଲେସ୍ରେ ଅନୁଷ୍ଠିତ ଏହି ତିନିଦିନିଆ ଅଧ#ବେଶନର ଉଦ୍ଘାଟନ
ପର୍ବରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ଟୁର୍ ଅପରେଟରମାନେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ
ଯାତାୟତ, ସୁବିଧା, ସ୍ୱାଚ୍ଛନ୍ଦ୍ୟ ଓ ପସନ୍ଦ ସହିତ ସଂପୃକ୍ତ ରହିଥ#ବା ବେଳେ ପର୍ଯ୍ୟଟନ ମାଧ୍ୟମରେ ଭାରତୀୟ
ଅର୍ଥନୀତିର ଉନ୍ନତିରେ ସହାୟକ ହୋଇଥାନ୍ତିା ଓଡ଼ିଶା ସଂପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ
ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ ହେତୁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛିା ଗତ
ବର୍ଷ ରାଜ୍ୟକୁ ଆସିଥ#ବା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ହୋଇଥ#ବା ବେଳେ ବିଦେଶୀ
ପର୍ଯ୍ୟଟକଙ୍କ ସଂଖ୍ୟା ୭୨ ହଜାର ହୋଇ ପୂର୍ବ ବର୍ଷ ତୁଳନାରେ ଏହା ଯଥାକ୍ରମେ ୧୦ ଓ ୭ ପ୍ରତିଶତ ବୃଦ୍ଧି
ପାଇଛିା ଓଡ଼ିଶାରେ ସୁଦୀର୍ଘ ବେଳାଭୂମି ଓ ମନ୍ଦିର କୀର୍ତ୍ତିରାଜି ସମେତ କୋଣାର୍କ, ପୁରୀ, ଚିଲିକା,
ଭିତରକନିକା, ଶିମିଳିପାଳ ଅତ୍ୟନ୍ତ ଆକର୍ଷଣୀୟା ଏହା ବ୍ୟତୀତ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ଏବଂ
ପରିବେଶ ପର୍ଯ୍ୟଟନ ଦିଗରେ ଯଥେଷ୍ଟ ଆକର୍ଷଣ ରହିଛିା ସଦ୍ୟ ସମାପ୍ତ ନବକଳେବର ପରେ ପୂଜିତ
ନୂତନ ବିଗ୍ରହଙ୍କ ପ୍ରତି ତୀର୍ଥଯାତ୍ରୀ ପର୍ଯ୍ୟଟକଙ୍କ ଆଗ୍ରହ ବୃଦ୍ଧି ପାଇବା ସ୍ୱଭାବିକା ରାଜ୍ୟ ସରକାର ବିଜୁ
ପଟ୍ଟନାୟକ ବିମାନ ବନ୍ଦରର ଉନ୍ନତିକରଣ ସାଙ୍ଗକୁ ଧଉଳିରେ ଶବ୍ଦ ଓ ଧ୍ୱନି ବ୍ୟବସ୍ଥା ଆରମ୍ଭ କରିଛନ୍ତିା
କେନ୍ଦ୍ର ସରକାରଙ୍କ ଅତୁଲ୍ୟ ଭାରତ ଅଭିଯାନରେ ସାମିଲ ହେବା ସହିତ ଓଡ଼ିଶାର ନୃତ୍ୟ, ସଂଗୀତ, କଳା,
ସ୍ଥାପତ୍ୟ, ହସ୍ତଶିଳ୍ପ ପ୍ରତି ପର୍ଯ୍ୟଟକମାନଙ୍କ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ
କରିଛନ୍ତିା ୨୦୧୩ରୁ ବିଧ#ବଦ୍ଧ ପର୍ଯ୍ୟଟନ ନୀତି ମାଧ୍ୟମରେ ପର୍ଯ୍ୟଟନର ବିକାଶ ନିମନ୍ତେ ଉଦ୍ୟମ
ଅବ୍ୟାହତ ରହିଛିା ଏପରି ସ୍ଥିତିରେ ଟୁର୍ ଅପରେଟରମାନେ ଓଡ଼ିଶାକୁ ଅଧ#କ ପର୍ଯ୍ୟଟନ ଆଣିବାରେ
ଉଦ୍ୟମ କରିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଥ#ଲୋ
ଏହି ଉଦ୍ଘାଟନ ଅଧ#ବେଶନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର
ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ମହେଶ ଶର୍ମା, ମଧ୍ୟପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ପଟଓ୍ୱା, ପର୍ଯ୍ୟଟନ ସଚିବ
ଶ୍ରୀ ଅଶ୍ୱିନୀ ଲୋହାନୀ ଓ ଟୁର ଅପରେଟର୍ସ ମହାସଂଘର ସଭାପତି ଶ୍ରୀ ସୁବାଷ ଗୋଏଲ୍ ପ୍ରମୁଖ ବକ୍ତବ୍ୟ
ରଖ#ଥ#ଲୋ

Share in top social networks!