ବଦଳି ହୋଇଥ#ବା ବିଡିଓମାନେ ଅଗଷ୍ଟ ୨୪ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ନିଲମ୍ବିତ ହେବେ

କେତେକ ବ୍ଲକ୍ ଉନ୍ନୟନ ଅଧ#କାରୀଙ୍କ ସମେତ ଅନ୍ୟାନ୍ୟ ଅଧ#କାରୀ ବଦଳି ହୋଇଥ#ଲେ
ମଧ୍ୟ ସେମାନେ ନୂତନ କାର୍ଯ୍ୟସ୍ଥଳୀରେ ଯୋଗ ଦେଇ ନଥ#ବା ଦୃଷ୍ଟିକୁ ଆସିଛିା ଏହା ଫଳରେ
ନିୟମିତ ସରକାରୀ କାର୍ଯ୍ୟରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଛିା ଏ ସଂପର୍କରେ ପଞ୍ଚାୟତିରାଜ ଓ
ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର
ସମୀକ୍ଷା କରାଯାଇଛିା ଏହି ବୈଠକରେ ପଞ୍ଚାୟତିରାଜ ବିଭାଗର ଶାସନ ସଚିବଙ୍କ ସମେତ ଅନ୍ୟ
ବିଭଗୀୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

ଏହି ପରିପ୍ରେକ୍ଷୀରେ ବଦଳି ହୋଇଥ#ବା ବିଡିଓ ଓ ଅନ୍ୟ ଅଧ#କାରୀମାନେ ଆସନ୍ତା ଅଗଷ୍ଟ
୨୪ ସୁଦ୍ଧା ନୂତନ କାର୍ଯ୍ୟସ୍ଥଳୀରେ ଯୋଗ ନଦେଲେ, ସେମାନଙ୍କୁ ନିଲମ୍ବନ କରିବାକୁ ଏହି
ବୈଠକରେ ନିଷ୍ପତ୍ତି ହୋଇଛିା

Share in top social networks!