ରୁଟ୍ସ ଅଫ୍ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ ଶିବିର

shramadanaମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶ୍ରବଣୀ ଜଳଲାଗି ଉତ୍ସବ ଅବସରରେ ରୁଟ୍ସ ଅଫ୍ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ମନ୍ଦିର ବେଢା ମଧ୍ୟରେ ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୋଲ୍ବମ୍ ଭକ୍ତମାନେ ଛାଡ଼ିଦେଇ ଯାଇଥିବା ମାଟିକଳସ, ସାଲୁକନା, ବ୍ଲେଡ଼୍, ଜରି, ଶିକା, ଫୁଲ, ନଡ଼ିଆ, ପଲ୍ଥିନ୍ ଇତ୍ୟାଦିକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଶିବିରରେ ଧଉଳି ·ରୁକଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁ, ମିହିରକାନ୍ତ ପ୍ରହରାଜ, ଅଧ୍ୟକ୍ଷ ପଞ୍ଚାନନ ସାମଲ ଶିବିର ପରି·ଳନାରେ ସହଯୋଗ କରିଥିଲେ ।

Share in top social networks!