ନଦୀମାନଙ୍କର ଜଳସ୍ତର ବିପଦ ସଂକେତ ତଳେ

ଗତ ୨୪ ଘଣ୍ଟା ମଧ୍ୟରେ ମହାନଦୀ ଏବଂ ବ୍ରାହ୍ମଣୀ ଉପର ଅବବାହିକାରେ ଅଧ#କ ବୃଷ୍ଟିପାତ ହୋଇଛିା ଫଳରେ ହୀରାକୁଦ ବନ୍ଧ ଦେଇ ଆଜି ଅପରାହ୍ନ ୧.୩୦ ମିନିଟ ସୁଦ୍ଧା
୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛିା ସେହିଭଳି ରେଙ୍ଗାଲି ବନ୍ଧର ଆଉ ଗୋଟିଏ ଅଧ#କ ଗେଟ୍ ଖୋଲାଯାଇ ମୋଟ ୨ଟି ଗେଟ୍ ଦେଇ ଜଳ ଛଡାଯାଉଛିା ତେବେ ନଦୀର
ଜଳପତ୍ତନ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ପାଇଥ#ଲେ ମଧ୍ୟ ପ୍ରମୁଖ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛିା

ଏହାଛଡା ମହାନଦୀର ଉପର ଅବବାହିକାରେ
ସର୍ବାଧ#କ ୮୩.୨ ମିଲିମିଟର, ସୁବର୍ଣ୍ଣରେଖା ଅବବାହିକାରେ ୯.୫ ମିଲିମିଟର, ବୁଢାବଳଙ୍ଗ ଅବବାହିକାରେ ୨୨ ମିଲିମିଟର, ବୈତରଣୀ ଅବବାହିକାରେ ୧୭.୩ ମିଲିମିଟର, ବ୍ରାହ୍ମଣୀ
ଉପର ଅବବାହିକାରେ ୬୩ ମିଲିମିଟର, ବ୍ରାହ୍ମଣୀ ନିମ୍ନ ଅବବାହିକାରେ ୨୬.୪ ମିଲିମିଟର ଏବଂ ମହାନଦୀ ନିମ୍ନ ଅବବାହିକାରେ ୧୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି
ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶା ମହାନଦୀର ଉପର ଅବବାହିକାର ସୁନ୍ଦରଗଡ(ସିଡବ୍ଲ&ୁ୍ୟସି)ଠାରେ ୨୩୦ ମିଲିମିଟର, ବଡଗାଁ ଠାରେ ୨୨୬ ମିଲିମିଟର, କେଲୋ
ଠାରେ ୨୨୬.୨ ମିଲିମିଟର, ଦେଓଗାଁ ଠାରେ ୧୭୩ ମିଲିମିଟର, ଝାରସୁଗୁଡା ଠାରେ ୧୯୨.

୩ ମିଲିମିଟର, ଆମ୍ବାଭୋନା ଠାରେ ୧୬୦ ମିଲିମିଟର ଏବଂ ଗୋପାଳପୁର ଠାରେ ୧୬୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛିା ସେହିପରି ବ୍ରାହ୍ମଣୀ ଉପର ଅବବାହିକାର
ରାଜଗାଙ୍ଗପୁର ଠାରେ ସର୍ବାଧ#କ ୧୯୦ ମିଲିମିଟର, ମନ୍ଦିରାଡ୍ୟାମ୍ ଠାରେ ୧୭୧.୬ ମିଲିମିଟର ଏବଂ ପାନପୋଷ ଠାରେ ୧୧୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛିା
ଆଜି ଅପରାହ୍ନ ସୁଦ୍ଧା ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷ ଓ ତାଳଚେର ଠାରେ ବୃଦ୍ଧି ପାଇଥ#ଲେ ହେଁ ଏହା ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ପାନପୋଷ ଠାରେ ବ୍ରାହ୍ମଣୀ
ନଦୀର ଜଳପତ୍ତନ ବିପଦ ସଂକେତ ୧୭୮.୪୨ ମିଟର ତଳେ ୧୭୬.୨୫ ମିଟର ଏବଂ ତାଳଚେର ଠାରେ ବିପଦ ସଂକେତ ୬୨.୯୧ ମିଟର ତଳେ ୫୭.୩୦ ମିଟର ପ୍ରବାହିତ
ହେଉଛିା ବ୍ରାହ୍ମଣୀ ଜଳସ୍ତର ରେଙ୍ଗାଲି ଓ ଜେନାପୁର ଠାରେ ସ୍ଥିର ରହିଛି ଏବଂ ଇନ୍ଦୁପୁର ଠାରେ ହ୍ରାସ ପାଇଛିା ରେଙ୍ଗାଲିରେ ବିପଦ ସଂକେତ ୮୮ ମିଟର ତଳେ ୭୯ ମିଟରରେ ଏବଂ
ଜେନାପୁର ଠାରେ ବିପଦ ସଂକେତ ୨୩ ମିଟର ତଳେ ୨୦.୦୮ ମିଟରରେ ପ୍ରବାହିତ ହେଉଛିା

ବୈତରଣୀ ନଦୀର ଜଳସ୍ତର ଚମ୍ପୁଆ, ସ୍ୱମ୍ପାଟଣା ଏବଂ ଆଖୁଆପଦା ଠାରେ ବୃଦ୍ଧି ପାଉଥ#ଲେ
ହେଁ ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ଚମ୍ପୁଆ ଠାରେ ବିପଦ ସଂକେତ ୩୭୬.୪୧
ମିଟର ତଳେ ୩୭୨.୫୦ ମିଟର, ସ୍ୱମ୍ପାଟଣା ଠାରେ ବିପଦ ସଂକେତ ୩୧୧.୧୦ ମିଟର
ତଳେ ୩୦୬.୪୪ ମିଟର ଏବଂ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ତଳେ
୧୭.୧୫ ମିଟର ପ୍ରବାହିତ ହେଉଛିା ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର
ତଳେ ୩୫.୩୮ ମିଟରରେ ପ୍ରବାହିତ ହେଉଛିା
ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ଜାମସେଦ୍ପୁର ଏବଂ ଜାମଶୋଳା ଘାଟ ଠାରେ ବୃଦ୍ଧି
ପାଇଛିା ମାତ୍ର ଏହା ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ଜାମଶୋଳାଘାଟ ଠାରେ
ବିପଦ ସଂକେତ ୪୯.୧୬ ମିଟର ତଳେ ୪୭.୩୦ ମିଟରରେ ପ୍ରବାହିତ ହେଉଛିା ରାଜଘାଟ
ଠାରେ ଜଳସ୍ତର ସ୍ଥିର ରହିଛିା ବୁଢାବଳଙ୍ଗ ନଦୀର ଜଳସ୍ତର ୫ ନମ୍ବର ଜାତୀୟ ରାଜପଥ
ଗୋବିନ୍ଦପୁର ଠାରେ ବୃଦ୍ଧି ପାଉଥ#ଲେ ହେଁ ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ଏହା
ଚନ୍ଦନପୁର ଏବଂ ବାଲିମୁଣ୍ଡଳୀ ଠାରେ ସ୍ଥିର ରହିଥ#ବା ବେଳେ ବାରିପଦା ଠାରେ ଜଳସ୍ତର ହ୍ରାସ
ପାଇଛିା ଦକ୍ଷିଣ ଓଡ଼ିଶାର ବଂଶଧାରା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର ସ୍ଥିର ରହିବା ସହିତ
ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ବଂଶଧାରା ଗୁଣୁପୁରଠାରେ ବିପଦ ସଂକେତ ୮୪
ମିଟର ତଳେ ୮୦.୪୯ ମିଟରରେ ଏବଂ କାଶୀନଗର ଠାରେ ବିପଦ ସଂକେତ ୫୪.୬୦ ମିଟର
ତଳେ ୫୨.୪୫ ମିଟରରେ ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର ସୋରଡା ଠାରେ ବିପଦ
ସଂକେତ ୮୧.୯୯ ମିଟର ତଳେ ୭୮.୨୬ ମିଟରରେ, ମାଧବରିଡା ଠାରେ ବିପଦ ସଂକେତ
୬୦.୬୫ ମିଟର ତଳେ ୫୮.୭୪ ମିଟରରେ ଓ ପୁରୁଷୋତ୍ତମପୁର ଠାରେ ୧୬.୮୪ ମିଟର
ତଳେ ୧୨.୨୪ ମିଟରରେ ପ୍ରବାହିତ ହେଉଛିା
ମହାନଦୀର ଉପରମୁଣ୍ଡରେ ଅଧ#କ ବୃଷ୍ଟିପାତ ହୋଇଥ#ଲେ ହେଁ ଖଇରମାଳ ଠାରେ
ଜଳସ୍ତର ବିପସଦ ସଂକେତ ୧୦୯ ମିଟର ତଳେ ୧୦୧.୭୬ ମିଟରରେ, ନରାଜଠାରେ ବିପଦ
ସଂକେତ ୨୬.୪୧ ମିଟର ତଳେ ୨୨.୫୫ ମିଟରରେ ଏବଂ ଟିକରପଡା ଠାରେ ୫୮.୦୬
ମିଟରରେ ପ୍ରବାହିତ ହେଉଛିା

Share in top social networks!