ଭାରତରନ# ଡକଫର କଲାମଙ୍କ ଶେଷକୃତ୍ୟରେ ଉପସ୍ଥିତ ରହିବା ଏକ ବିରଳ ଅନୁଭୂତି- ମନ୍ତ୍ରୀ ଶ୍ରୀ ପାତ୍ର

ଭାରତର ଏକାଦଶତମ ରାଷ୍ଟ୍ରପତି ଭାରତରନ# ଡଃ ଏ.ପି.ଜେ. ଅବଦୁଲ କଲାମ୍ଙ୍କ ରାମେଶ୍ୱରମ୍ ଠାରେ ଅନୁଷ୍ଠିତ ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପ୍ରତିନିଧ# ରୂପେ
ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି ଯେ-ଭାରତରନ# ଡକଫର ଏ.ପି.ଜେ ଅବଦୁଲ କଲାମଙ୍କ ଅନ୍ତ୍ୟେଷ୍ଟି କି୍ରୟାରେ ଉପସ୍ଥିତ
ରହି ଶେଷ ସମ୍ମାନ ପ୍ରଦର୍ଶନ କରିବା ଏକ ବିରଳ ଅନୁଭୂତିା ଦେଶ ଓ ଦେଶ ବାହାରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ପାତ୍ର ଡକଫର କଲାମଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶେଷ ସମ୍ମାନ ପ୍ରଦର୍ଶନ କରିଥ#ଲୋ ରାମେଶ୍ୱରମ୍ରେ ଲକ୍ଷ ଲକ୍ଷ ଜନତାଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଥ#ଲାା ଛୋଟ ଛୋଟ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ଦିଗ୍ଦର୍ଶକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥ#ଲୋ ଶିଶୁମାନଙ୍କ ଲମ୍ବାଧାଡି ରାମେଶ୍ୱରମ୍ରେ ଏକ ଭାବଗମ୍ଭୀର ପରିବେଶ ସୃଷ୍ଟି କରିଥ#ଲା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଅନୁଭୂତିରୁ କହିଛନ୍ତିା ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଏହି ସୁଯୋଗ ମିଳିଥ#ବାରୁ ମନ୍ତ୍ରୀ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତିା

Share in top social networks!