ସମସ୍ତ ନଦୀର ଜଳପତ୍ତନବିପଦ ସଂକେତ ନିମ୍ନରେ ପ୍ରବାହିତ

ପାଣିପାଗ ବିଭାଗ ପକ୍ଷରୁ ଆଜି ସକାଳ ୮.୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥ#ବା ବୃଷ୍ଟିପାତ ଅନୁଯାୟୀ ସୁବର୍ଣ୍ଣରେଖା ଅବବାହିକାରେ ସର୍ବାଧ#କ ୨୮.୯ ମିଲିମିଟର, ବୁଢାବଳଙ୍ଗ
ଅବବାହିକାରେ ୧୪.୬ ମିଲିମିଟର, ବ୍ରାହ୍ମଣୀ ନଦୀ ଉପର ଅବବାହିକାରେ ୧୮.୩ ମିଲିମିଟର, ବ୍ରାହ୍ମଣୀ ନିମ୍ନ ଅବବାହିକାରେ ୧୯ ମିଲିମିଟର, ମହାନଦୀ ଉପର ଅବବାହିକାରେ ୭ ମିଲିମିଟର,
ନିମ୍ନ ଅବବାହିକାରେ ୭ ମିଲିମିଟର ଏବଂ ବଂଶଧାରା ୦.୩ ମିଲିମିଟର ବୃଷ୍ଟିପାତ ହୋଇଛିା

ବୁଢାବଳଙ୍ଗ ନଦୀ ଜଳପତ୍ତନ ଚନ୍ଦନପୁର, ବାରିପଦା ଏବଂ ୫ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ଠାରେ ବୃଦ୍ଧି ପାଉଥ#ଲେ ମଧ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ବିପଦ ସଂକେତ ତଳେ
ପ୍ରବାହିତ ହେଉଛିା ଚନ୍ଦନପୁରଠାରେ ନଦୀର ଜଳପତ୍ତନ ୮୧.୯୨ ମିଟର ଥ#ବାବେଳେ ବାରିପଦା ଠାରେ ବିପଦ ସଂକେତ ୩୦.୯୨ ମିଟର ତଳେ ୨୩.୧୪ ମିଟର ଏବଂ ଗୋବିନ୍ଦପୁରଠାରେ ବିପଦ
ସଂକେତ ୮.୧୩ ମିଟର ତଳେ ୩.୧୦ ମିଟର ପ୍ରବାହିତ ହେଉଛିା ବାଲିମୁଣ୍ଡଳି ଠାରେ ଜଳପତ୍ତନ ୩୭ ମିଟରରେ ସ୍ଥିର ରହିଛିା ବ୍ରାହ୍ମଣୀ ନଦୀ ଜଳପତ୍ତନ ପାନପୋଷ, ରେଙ୍ଗାଲୀ, ତାଳଚେର ଓ
ଜେନାପୁର ଠାରେ ସ୍ଥିର ରହିଥ#ବା ବେଳେ ଇନ୍ଦୁପୁର ଠାରେ ବୃଦ୍ଧି ପାଇଛିା ଏଠାରେ ବିପଦ ସଂକେତ ୮.୨୩ ମିଟର ତଳେ ୪.୫୪ ମିଟରରେ ବ୍ରାହ୍ମଣୀ ପ୍ରବାହିତ ହେଉଛିା ସୁବର୍ଣ୍ଣରେଖା ନଦୀର
ଜଳପତ୍ତନ ଜାମସେଦପୁର ଓ ଜାମଶୋଳା ଘାଟ ଠାରେ ସ୍ଥିର ରହିଥ#ବା ବେଳେ ରାଜଘାଟ ଠାରେ ହ୍ରାସ ପାଇଥ#ବା ରେକର୍ଡ କରାଯାଇଛିା ଏହାର ଜଳପତ୍ତନ ଜାମଶୋଳା ଘାଟ ଠାରେ ବିପଦ
ସଂକେତ ୪୯.୧୬ ମିଟର ତଳେ ୪୭.୧୬ ମିଟରରେ ଏବଂ ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ତଳେ ୮.୭୮ ମିଟରରେ ପ୍ରବାହିତ ହେଉଛିା

ବୈତରଣୀ ନଦୀର ଜଳପତ୍ତନ ଚମ୍ପୁଆ ଠାରେ ସ୍ଥିର ରହିଥ#ବା ବେଳେ ସ୍ୱମ୍ପାଟଣା, ଆନନ୍ଦପୁର ଏବଂ ଆଖୁଆପଦା ଠାରେ ହ୍ରାସ ପାଇଛିା ସ୍ୱମ୍ପାଟଣା ଠାରେ ବିପଦ ସଂକେତ
୩୧୧.୧୦ ମିଟର ଥ#ବାବେଳେ ଏହା ୩୦୬.୧୨ ମିଟରରେ, ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬ ମିଟର ତଳେ ୩୪.୯୩ ମିଟରରେ ଏବଂ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ତଳେ ୧୬.୯୦ ମିଟରରେ ପ୍ରବାହିତ ହେଉଛିା

ଦକ୍ଷିଣ ଓଡ଼ିଶାର ବଂଶଧାରା ନଦୀର ଜଳପତ୍ତନ ଗୁଡାରୀ, ଗୁଣୁପୁର ଏବଂ କାଶୀନଗର ଠାରେ ସ୍ଥିର ରହିଛିା ଗୁଣୁପୁର ଠାରେ ବିପଦ ସଂକେତ ୮୪ ମିଟର ତଳେ ୮୦.୫୩ ମିଟର ଏବଂ
କାଶୀନଗର ଠାରେ ବିପଦ ସଂକେତ ୫୪.୬୦ ମିଟର ତଳେ ୫୨.୫୦ ମିଟରରେ ପ୍ରବାହିତ ହେଉଛିା

ସହିପରି ଋଷିକୂଲ୍ୟା ନଦୀ ସୋରଡା ଏବଂ ପୁରୁଷୋତ୍ତମପୁର ଠାରେ ସ୍ଥିର ରହିଥ#ବା ବେଳେ ମାଧବରିଡା ଠାରେ ବୃଦ୍ଧି ପାଇ ବିପଦ ସଂକେତ ତଳେ ପ୍ରବାହିତ ହେଉଛିା ସୋରଡା ଠାରେ ବିପଦ
ସଂକେତ ୮୧.୯୯ ମିଟର ତଳେ ୭୮.୧୭ ମିଟରରେ ମାଧବରିଡା ଠାରେ ବିପଦ ସଂକେତ ୬୦.୬୫ ମିଟର ତଳେ ୫୮.୪୫ ମିଟରରେ ଏବଂ ପୁରୁଷୋତ୍ତମପୁରଠାରେ ବିପଦ ସଂକେତ ୧୬.୮୪ ମିଟର ତଳେ ୧୨.୩୪ ମିଟରରେ ପ୍ରବାହିତ ହେଉଛିା ମହାନଦୀ ଖଇରମାଳ ଓ ଟିକରପଡା ଠାରେ ସ୍ଥିରଥ#ବା ବେଳେ ନରାଜଠାରେ ହ୍ରାସ ପାଇଛିା ମହାନଦୀ ଖଇରମାଳ ଠାରେ ବିପଦ ସଂକେତ ୧୦୯ ମିଟର ତଳେ ୧୦୧.୪୫ ମିଟର ଏବଂ ନରାଜ ଠାରେ ବିପଦ ସଂକେତ ୨୬.୪୧ ମିଟର ତଳେ ୨୨.୪୭ ମିଟରରେ ପ୍ରବାହିତ ହେଉଛିା ୧ ତାରିଖ ଅପରାହ୍ନ ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମ୍ର ୨ଟ ଗେଟ, ରେଙ୍ଗାଲୀର ଗୋଟିଏ ଗେଟ, ମାଛକୁଣ୍ଡର ୩ଟି ଗେଟ ଏବଂ ସାଳନ୍ଦୀର ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛିା

Share in top social networks!