ଚତୁର୍ଧାମୂର୍ତ୍ତୀଙ୍କ ନବକଳେବର ଏବଂ ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ରାଜ୍ୟ ବିଜେପି ସଭାପତିଙ୍କ ହାର୍ଦ୍ଧିକ ଶୁଭେଚ୍ଛା

ଚତୁର୍ଧାମୂର୍ତ୍ତୀଙ୍କ ନବକଳେବର ତଥା ଓଡିଶାର ଆରାଧ୍ୟ ଦେବତା ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟ ବିଜେପି ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡିଶାବାସୀ ତଥା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ହାର୍ଦ୍ଧିକ ଶୁଭକାମନା ଜଣାଇଛନ୍ତି ।
ଆମ ସମସ୍ତଙ୍କ ସାମୁହିକ ପ୍ରୟାସ ରତ୍ନଗର୍ଭା ଓଡିଶାକୁ ଆହୁରି ଅଧିକ ଶକ୍ତିଶାଳୀ ଏବଂ ସମୃଦ୍ଧଶାଳୀ କରିବା ସହିତ ଭାରତ ବର୍ଷର ଏକ ଅଗ୍ରଣୀ ରାଜ୍ୟ ରୂପେ ପ୍ରତିଷ୍ଠା ଲାଭ କରାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!