ଫଟୋ ପୁସ୍ତକ ପରମବ୍ରହ୍ମ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

nabakaelbarbookପବିତ୍ର ନବକଳେର ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଫଟୋ ପୁସ୍ତକ ପରମବ୍ରହ୍ମ ଲୋକାର୍ପିତ ହୋଇଛିା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସଚିତ୍ର ଓ ଆକର୍ଷଣୀୟ ପୁସ୍ତକକୁ ଲୋକାର୍ପିତ କରିବା ସହ ନବକଳେବର କେବଳ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ସୀମିତ ନରହି ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଥ#ଲୋ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତା,ସ୍ୱାଭିମାନର କେବଳ ପରିଚୟ ନୁହଁନ୍ତି ବରଂ ମହାପ୍ରଭୁଙ୍କର ଅନନ୍ୟ ବାର୍ତ୍ତା ସମଗ୍ର ବିଶ୍ୱରେ ଶାନ୍ତି ଓ ପ୍ରଗତିର ପଥ ପ୍ରସାରିତ କରିପାରିବ ବୋଲି ମତବ୍ୟକ୍ତକରିଥ#ଲୋ ସେ ପ୍ରକାଶିତ ପୁସ୍ତକ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର୍ତ୍ତାକୁ ପ୍ରଚାର କରିବାରେ ଏକ ପ୍ରମୁଖ ଭୂମିକା ନେବ ବୋଲି ଆଶାବ୍ୟକ୍ତ କରିଥ#ଲୋ ପୁସ୍ତକକୁ ପ୍ରଶଂସା କରିବା ସହ ଚଳିତ ରଥଯାତ୍ରା ଶେଷ ହେବା ପରେ ଆଉ ନୂଆ ଫଟୋ ସଂଯୋଗ କରି ଏହାକୁ ନୂଆଦିଲ୍ଲୀ ଠାରେ ନୂଆ ରୂପରେ ଲୋକାର୍ପିତ କରିବା ପାଇଁ ପରାମର୍ଶ ଦେଇଥ#ଲୋ ଏହା ସହ ଏହି ପୁସ୍ତକର ଓଡ଼ିଆ ସଂସ୍କରଣ ମଧ୍ୟ ପ୍ରକାଶ କରିବା ପାଇଁ ସେ ପରାମର୍ଶ ଦେଇଥ#ଲୋ ବିଦେଶରେ ରହୁଥ#ବା ପ୍ରବାସୀ ଓଡ଼ିଆମାନଙ୍କର ନୂଆ ପୀଢ଼ିମାନେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଜାଣିବାକୁ ଚାହୁଁଛନ୍ତିା ଫଟୋ ସମ୍ବଳିତ ଏପରି ପୁସ୍ତକ ସେମାନଙ୍କ ପାଇଁ ସହାୟକ ହେବ ବୋଲି ସେ
କହିଥ#ଲୋ

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୧୬୪ପୃଷ୍ଠା ସମ୍ବଳିତ ୧୨ଇଞ୍ଚରେ ୧୨ଇଞ୍ଚ ସାଇଜ୍ର ଏହି ପୁସ୍ତକରେ ପୁରୀ ସହର,ରଥଯାତ୍ରା, ଜଗନ୍ନାଥଙ୍କର ବେଶ,ବନଜାଗରୁ ନବଯୌବନ ଦର୍ଶନ ସମସ୍ତ ବିଷୟକୁ ଅତି ସୁନ୍ଦର ଭାବରେ ଫଟୋ ଚିତ୍ର ସହ ବର୍ଣ୍ଣିତ କରାଯାଇଛିା ଏହି ପୁସ୍ତକରେ କୌଣସି କାଳ୍ପନିକ ଚିତ୍ର ବ୍ୟବହାର କରାଯାଇ ନାହିାଁ ଜଗନ୍ନାଥଙ୍କର ଯେଉଁ ନୀତି ସର୍ବସାଧାରଣରେ ଅନୁଷ୍ଠିତ ହୁଏ ସେଗୁଡ଼ିକର ଫଟୋ ଚିତ୍ର ଏଥ#ରେ ସ୍ଥାନିତ କରାଯାଇଛିା

ଏହି ପୁସ୍ତକର ସଂପାଦନା ସାମ୍ବାଦିକ ସଂଜୟ ଜେନା କରିଥ#ବା ବେଳେ ବିଶିଷ୍ଟ ଫଟୋଗ୍ରାଫର ଆଶିଷ ଧ#ର୍ ଚିତ୍ର ସଂପାଦନା କରିଛନ୍ତିା ବହିର ଅଳଙ୍କରଣ ଗ୍ରାଫିକ ଡିଜାଇନର ଗୁରୁଜୀ ଶେ୍ୱତଚନ୍ଦନ କରିଛନ୍ତିା ଏହି ଉଦ୍ଘାଟନୀ ଉତ୍ସବରେ ବହିର ପ୍ରକାଶକ ଓଡ଼ିଶା ଟ୍ରାଇବାଲ୍ ଆଣ୍ଡ ରୁରାଲ୍ ଟୁ୍ୟରିଜିମ୍ କୋ-ଅପରେଟିଭ୍ ସୋସାଇଟିର ଅଧ୍ୟକ୍ଷ ଭୃଗୁ ବକ୍ସିପାତ୍ର ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ହରେକୃଷ୍ଣ ଖୁଣ୍ଟିଆ ଉପସ୍ଥିତ ଥ#ଲୋ

Share in top social networks!