ଉକôଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ ତମ ଶ୍ରାଦ୍ଧ ଦିବସ ବିଜେପି କାର୍ଯ୍ୟାଳୟଠାରେ ପାଳିତ

ଅବସରରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଆଇ.ଟି ସେଲ ପରିଷରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ର୍ଥମେ ଉକôଳମଣୀଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା ପରେ ଉକôଳମଣୀଙ୍କ ଜୀବନାଦର୍ଶ ଉପରେ ବକ୍ତାମାନେ ସ୍ମରଣ କରିଥିଲେ ଏଥି ସହିତ ଓଡିଶାର ବିକାଶ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ସଭାେରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ଭୁବନାନନ୍ଦ ତ୍ରିପାଠୀ, ବିଜେପି ବାର୍ତ୍ତାର ମୁଖ୍ୟ ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲ୍ିକ୍, ଦିଲ୍ଲୀପ୍ ରାଜ ବେହେରା, କୁଂଜବିହାରୀ ପାଣିଗ୍ରହୀ, ରାଜେଶ ପଟ୍ଟନାୟକ, ମନୋରଂଜନ ପଟ୍ଟନାୟକ, ଲେଖାଶ୍ରୀ ସାମନ୍ତ ସିଂହାର, ସୁଜିତ୍ କୁମାର ଦାସ, ଯଦୁମଣି ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Share in top social networks!