ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧ#ଙ୍କ ସାକ୍ଷାତ ଆଲୋଚନା

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବ୍ୟାଙ୍କକ୍ ସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶକ ଡାଭିଡ୍ କାଟ୍ରୁଡ୍, କଣ୍ଟି୍ର
ଡିରେକଫର ଡକଫର ହମିଦ୍ ନୁରୁ ଓ ବିଦାୟୀ କଣ୍ଟି୍ର ଡିରେକଫର ଟର୍ବେନ୍ ଡୁ୍ୟ ଆଜି ଖାଦ୍ୟ ଯୋଗାଣ
ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ କୁମାର ଦାସ ବର୍ମାଙ୍କୁ ସଚିବାଳୟସ୍ଥିତ କାର୍ଯ୍ୟାଳୟ
ପ୍ରକୋଷ୍ଠରେ ସାକ୍ଷାତ କରି ରାଜ୍ୟରେ ଚାଲିଥ#ବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା
କରିଛନ୍ତିା
ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଅନ୍ତର୍ଗତ ହିତାଧ#କାରୀ ଚୟନ
ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚ#ଛିା ୩.୨୬ କୋଟି ହିତାଧ#କାରୀଙ୍କୁ ଏଥ#ରେ ଅନ୍ତର୍ଭୁକ୍ତ
କରାଯାଉଛିା ଜଣେବି ହିତାଧ#କାରୀ ଯେଭଳି ଏହି ଚୟନ ପ୍ରକ୍ରିୟାରୁ ବାଦ ନପଡନ୍ତି
ସେଥ#ପାଇଁ ବ୍ୟବସ୍ଥା କରାଯାଇଛିା ରାଜ୍ୟ ସରକାର ଧାର୍ଯ୍ୟ ସମୟ ୧ ଅକେଫାବରରୁ ଖାଦ୍ୟ
ସୁରକ୍ଷା ଆଇନ ଲାଗୁ କରିବା ପାଇଁ ପ୍ରତିଶ୍ରୁତିବଦ୍ଧା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ବିଶେଷ କରି
ଜାତୀୟ ସୁରକ୍ଷା ଆଇନର କାର୍ଯ୍ୟକାରିତାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହଯୋଗକୁ ମନ୍ତ୍ରୀ
ଶ୍ରୀ ଦାସ ବର୍ମା ପ୍ରଶଂସା କରିଛନ୍ତିା କନ୍ଧମାଳରେ ପୁଷ୍ଟି ନିରାପତ୍ତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପୂର୍ବ ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରି କରିବାକୁ ମନ୍ତ୍ରୀ ଅନୁରୋଧ
କରିଛନ୍ତିା
ମନ୍ତ୍ରୀ ଶ୍ରୀ ଦାସ ବର୍ମା ବିଦାୟୀ କଣ୍ଟ୍ରି ଡିରେକଫର ଟର୍ବେନ୍ ଡୁ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା
ଜଣାଇବା ସହ ନୂତନ କଣ୍ଟି୍ର ଡିରେକଫର ହମିଦ୍ ନୁରୁଙ୍କୁ ସ୍ୱାଗତ କରିଛନ୍ତିା ଏହି ସାକ୍ଷାତ
ଆଲୋଚନା ସମୟରେ ବିଭାଗୀୟ ଶାସନ ସଚିବ ମଧୁସୂଦନ ପାଢୀ ବିଭାଗୀୟ ବରିଷ୍ଠ
ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!