ଓଡ଼ିଆ ସରକାରୀ ଭାଷା ଅଧ#ନିୟମ, ୧୯୫୪ର କାର୍ଯ୍ୟକାରିତା ନିମନ୍ତେ, ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠିତ

ଓଡ଼ିଆ ସରକାରୀ ଭାଷା ଅଧ#ନିୟମ, ୧୯୫୪ର ବିଧ#ବଦ୍ଧ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟମନ୍ତ୍ରୀ ଏକ ୫ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତିା ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏହାର ଅଧ୍ୟକ୍ଷ ଥ#ବାବେଳେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର
ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସର୍ମ୍ପକ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓ ଶକ୍ତି ଓସୂଚନା ପ୍ରଯୁକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି କମିଟିରେ ସଭ୍ୟ ରହିଛନ୍ତିା

ଆଜି ଓଡ଼ିଆ ଭାଷା ସଂଗ୍ରାମ ସମିତିର ବିଭିନ୍ନ ଦାବି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସର୍ମ୍ପକ ମନ୍ତ୍ରୀ ଶ୍ରୀ ନାୟକଙ୍କ ସଚିବାଳୟ ପ୍ରକୋଷ୍ଠରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥ#ଲାା ଏଥ#ରେ ମନ୍ତ୍ରୀ ଡ. ସାହୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,
ନିୟୋଜନ, ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମା, ଶକ୍ତି ମନ୍ତ୍ରୀ ଶ୍ରୀ ଦାସ, ବିଧ# ବିଭାଗ ପ୍ରମୁଖ ସଚିବ ବିଭୂପ୍ରସାଦ ରାଉତରାୟଙ୍କ ସମେତ ଓଡ଼ିଆ ଭାଷା ସଂଗ୍ରାମ ସମିତିର ସର୍ବଶ୍ରୀ ଶଙ୍କର୍ଷଣ ପରିଡା, ସୁବ୍ରତ ପୁଷ୍ଟି, ନଟବର ଶତପଥୀ, ପଦ୍ମଚରଣ ନାୟକ, ସୁବାସ ଚନ୍ଦ୍ର ସାହୁ, ହେମନ୍ତ ରଥ, ସୁଦର୍ଶନ ଦାସ, ଦେବ ପ୍ରସାଦ ପରିଜା ଯୋଗ ଦେଇଥ#ଲୋ ଏଥ#ରେ ଓଡ଼ିଶା
ସରକାରୀ ଭାଷା ଅଧ#ନିୟମ ୧୯୫୪ର କାର୍ଯ୍ୟକାରିତା ତଥା ସଂଗ୍ରାମ ସମିତିର ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ୫ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ହୋଇଥ#ଲାା ଏହି କମିଟିର ଭାଷା ସଂଗ୍ରାମ ସମିତିର
୭ ଜଣ ପ୍ରତିନିଧ# ଓ ବିଧ# ବିଭାଗର ପ୍ରମୁଖ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ଜଣେ ଭାଷାତତ୍ତ୍ୱବିଦ୍ ସଭ୍ୟ ରହିବୋ

ଆବଶ୍ୟକ ସ୍ଥଳେ ଯେ କୌଣସି ସରକାରୀ ଅଧ#କାରୀଙ୍କୁ ମଧ୍ୟ କମିଟିକୁ ଆମନ୍ତ୍ରଣ କରାଯାଇପାରିବା କମିଟିର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୀଳାଦ୍ରି ବିଜେ ପରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥ#ଲାା କମିଟିର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା
ସହିତ ୫ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତିା

Share in top social networks!