ନାଲ୍‍କୋ ରିସର୍ଚ୍ଚ୍‍ ଓ ଟେକ୍ନୋଲୋଜୀ ସେଣ୍ଟର୍‍ର କାର୍ଯ୍ୟାଳୟ ଉଦ୍‍ଘାଟିତ

nalcoooନାଲ୍‍କୋ ରିସର୍ଚ୍ଚ୍‍ ଓ ଟେକ୍ନୋଲୋଜୀ ସେଣ୍ଟର୍‍ର କାର୍ଯ୍ୟାଳୟ ଗୃହ, କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଏନ୍‍.ଆର୍‍. ମହାନ୍ତିଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠରେ ସ୍ଥିତ ଗୋଠପାଟଣା ଠାରେ ଉଦ୍‍ଘାଟିତ ହୋଇଛି । ଏଥି ସହ, ବନ ମହୋସôବ ଉପଲକ୍ଷେ, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଏବଂ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପି.କେ. ମହାନ୍ତି, ଆଇଏଏସ୍‍ଙ୍କ ସହ ଶ୍ରୀ ଏନ୍‍.ଆର୍‍. ମହାନ୍ତି, କାର୍ଯ୍ୟାଳୟ ପରିସରରେ ବୃକ୍ଷ୍ୟରୋପଣ କରିଥିଲେ ।

Share in top social networks!