ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ

ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ କାର୍ଯ୍ୟାଳୟ ପରସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ସପେଟା, ଆମ୍ବ, ଲିଚୁ, ଡାଳିମ୍ବ, ପିଜୁଳି, ବେଲ ପ୍ରଭୃତି ଫଳ ଜାତୀୟ ଚାରା କାର୍ଯ୍ୟାଳୟ ପରିସରରେ ଲାଗାଯାଇଥ#ଲାା ପ୍ରଥମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧ#କାରୀ ଡ. ଦେବେନ୍ଦ୍ର ନାଥ ଗୁପ୍ତା ବୃକ୍ଷରୋପଣ କରିବା ପରେ କାର୍ଯ୍ୟାଳୟର ଅଧ#କାରୀ ଓ କର୍ମଚାରୀମାନେ ବୃକ୍ଷରୋପଣ କରିଥ#ଲୋ

Share in top social networks!