ଭାରତୀୟ ଲୋକସେବକ ଆୟୋଗ (ଟଚଝଉ) ପରୀକ୍ଷାରେ କୃତକାର୍ଯ୍ୟ ଓଡିଆ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ : ରାଜ୍ୟ ବିଜେପି

ଭାରତୀୟ ଲୋକସେବକ ଆୟୋଗ ଦ୍ୱାରା ପରିଚାଳିତ (ଟଚଝଉ) ସର୍ବଭାରତୀୟ ପରୀକ୍ଷାରେ ଓଡିଆ ଛାତ୍ରଛାତ୍ରୀମାନେ ବିପୁଳ ସଫଳତା ଆଣିଥିବାରୁ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ସମସ୍ତ କୃତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା ଆଗାମୀ ଦିନରେ ଅଧିକରୁ ଅଧିକ ଓଡିଶାର ଛାତ୍ରଛାତୀଙ୍କୁ ଅନୁପ୍ରାଣିତ କରିବା ସଙ୍ଗେ ସଙ୍ଗେ କୃତକାର୍ଯ୍ୟ ହୋଇ ଆମ ରାଜ୍ୟର ସୁନାମ ସମଗ୍ର ଭାରତବର୍ଷରେ ପ୍ରତିଷ୍ଠିତ କରିବେ ବୋଲି ମତ ପ୍ରକାଶ କରିଥିବା ରାଜ୍ୟ ମିଡିଆ ସେଲ୍ ପକ୍ଷରୁ ପ୍ରକାଶ ।

Share in top social networks!