କତାଶିଳ୍ପ ଦ୍ୱାରା ଉଦ୍ୟୋଗୀମାନେ ଆତ୍ମନିର୍ଭରଶୀଳ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ-ମନ୍ତ୍ରୀ ଶ୍ରୀ ବେହେରା

msmeeeଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ (ଔଊଉ), ଓଡ଼ିଶା ଆନୁକୂଲ୍ୟରେ ତଥା ଭାରତ ସରକାରଙ୍କ ଅଧୀନରେ ଥ#ବା କୟର ବୋର୍ଡ(Cଞ୍ଚir ଇଞ୍ଚଚ୍ଚrଛ) ଦ୍ୱାରା ପ୍ରାୟୋଜିତ କୟର ଉଦ୍ୟମୀ ଯୋଜନା ମାଧ୍ୟମରେ ଏକ ପାଞ୍ଚଦିନିଆ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମକୁ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ
ମଧ୍ୟମ ଉଦ୍ୟୋଗ ତଥା ପି.ଜି.ପି.ଏ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ଉଦ୍ଘାଟନ କରିଛନ୍ତିା

ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ବେହେରା କତା ଶିଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରିଥ#ଲୋ କତାଶିଳ୍ପ ପରି ପରିବେଶ ଅନୁକୂଳ ପ୍ରତିଷ୍ଠା କରି ଉଦ୍ୟୋଗୀମାନେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବେ ବୋଲି
ସେ ମତବ୍ୟକ୍ତ କରିଥ#ଲୋ

ବିଭାଗୀୟ ଶାସନ ସଚିବ ଶ୍ରୀ ପଞ୍ଚାନନ ଦାସ, ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ନିତ୍ୟାନନ୍ଦ ପଲାଇ, କୋଚିସ୍ଥିତ କୟର ବୋର୍ଡର ମୁଖ୍ୟ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଆନନ୍ଦ ବାବୁ, କାର୍ଯ୍ୟକ୍ରମ ସଂଯୋଜକ କନ୍ସଲଟାଣ୍ଟ ଶ୍ରୀ ବି.ବି. ମିଶ୍ର, ଆଞ୍ଚଳିକ କତା ଶିଳ୍ପ କେନ୍ଦ୍ରର ପରିଚାଳକ ଶ୍ରୀ ସୁଧୀର ବାବୁ ଏହି କାର୍ଯ୍ୟକ୍ରମରେ ଅତିଥ# ଭାବେ ଯୋଗଦାନ କରିଥ#ଲୋ ଶିଳ୍ପୋଦ୍ୟୋଗୀମାନେ ପ୍ରଶିକ୍ଷଣ ନେଇ ଉଦ୍ୟୋଗ ଆରମ୍ଭ କରିବାକୁ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଯୋଜନାର ସୁଯୋଗ ନେବାକୁ
ଶ୍ରୀ ସୁଧୀର ବାବୁ ପରାମର୍ଶ ଦେଇଥ#ଲୋ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନର ଅଧ#କାରୀ ଶ୍ରୀ ମହେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥ#ଲୋ
ଏହାପରେ ମନ୍ତ୍ରୀ ଶ୍ରୀ ବେହେରା ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଦ୍ୱାରା ଆୟୋଜନ କରାଯାଉଥ#ବା ଉଦ୍ୟୋଗ ବିକାଶ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥ#ଲୋ ରାଜ୍ୟର ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନକୁ ଜାତୀୟ ପ୍ରତିଷ୍ଠାନ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ ଦିଆଯାଇଥ#ବା ପ୍ରସ୍ତାବ ଉପରେ ସେ ଆଲୋଚନା କରିଥ#ଲୋ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନରେ ଶିଳ୍ପ ଇନ୍କୁ୍ୟବେଶନ କେନ୍ଦ୍ର ପ୍ରତିଷ୍ଠା କରି ଉଦ୍ୟୋଗୀମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଅତ୍ୟାଧୁନିକ ଓ ଲାଭପ୍ରଦ ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରଶିକ୍ଷଣ ଦେବାର ପ୍ରସ୍ତାବ ରହିଛି ବୋଲି ସେ କହିଥ#ଲୋ ପ୍ରତିଷ୍ଠାନର କର୍ମଚାରୀମାନେ ପେନ୍ସନ୍ ସ୍କିମ୍ରେ କିଭଳି ଅନ୍ତର୍ଭୁକ୍ତ ହୋଇପାରିବେ ସେ ବିଷୟରେ ଆଲୋଚନା ହୋଇଥ#ଲାା ଏହି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମରେ ୬୫ ଜଣ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥ#ଲୋ

Share in top social networks!