ଶତାଧିକ ସିପିଆଇକର୍ମୀଙ୍କ ବିଜେପିରେ ଯୋଗଦାନ

ଭାରତୀୟଜନତା ପାର୍ଟିର ନୀତିଏବଂ ଆଦର୍ଶତଥା ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରଭାଇମୋଦିଙ୍କ ଦକ୍ଷ ଓ ବଳିଷ୍ଠନେତୃତ୍ୱରେ ଅନୁପ୍ରାଣିତହୋଇରାଉଲକେଲାର ଶତାଧିକ ମୁସଲମାନ ସମ୍ପ୍ରଦାୟ ଆଜିରାଉଲକେଲାସ୍ଥିତବିଜେପିକାର୍ଯ୍ୟାଳୟଠାରେ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରିବଣାଇ ଅନ୍ତର୍ଗତକୋଇଡ଼ାବ୍ଳକରବରିଷ୍ଠସି.ପି.ଆଇନେତାଶ୍ରୀrourkelabjpମୋଲରୀବରାଇକ, ଶ୍ରୀକେରୀନନ୍ଦା ବରାଇକ, ଶ୍ରୀ ପ୍ରମୋଦ ରଞ୍ଜନ ନାଏକଏବଂଶ୍ରୀବାତୁବରାଇକଙ୍କନେତୃତ୍ୱରେବହୁକର୍ମୀ ଆଜିବିଧିବଦ୍ଧ ଭାବେବିଜେପିର ପ୍ରାଥମିକସଦସ୍ୟତାଗ୍ରହଣକରିଛନ୍ତି । କେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମ ନୂତନ ଭାବରେଯୋଗଦାନ କରିଥିବାସମସ୍ତନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତକରିବାସହସ୍ୱାଗତକରିଥିଲେ । ଏମାନଙ୍କଯୋଗଦାନ ଫଳରେସୁନ୍ଦରଗଡ଼ଜିଲ୍ଲାରେବିଜେପିରସଂଗଠନ ଆହୁରିସୁଦୃଢ଼ହେବବୋଲିକେନ୍ଦ୍ରମନ୍ତ୍ରୀଶ୍ରୀଓରାମତାଙ୍କ ପ୍ରତିକ୍ରିୟାରେ ପ୍ରକାଶକରିଛନ୍ତି ।

Share in top social networks!