ଭଜନ ସିଡି “ହେ ମଣିମା’ ଲୋକାର୍ପିତ

ଭଜନ ସିଡି “ହେ ମଣିମା’ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ନିୟୋଜନ, ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ପଞ୍ଚାୟତିରାଜ, ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛିା

ଆଜି ବିଧାନସୌଧସ୍ଥ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ସିଡିର ଲୋକାର୍ପଣ ଉତ୍ସବ ହୋଇଯାଇଛିା ଗୀତିକାର ବଦ୍ରି ମିଶ୍ରଙ୍କ “ହେ ମଣିମା’କୁ ସଙ୍ଗୀତରେ ସଜାଇଛନ୍ତି ବିପିନ ବାରିକା ମୁଖ୍ୟ ପରିଚାଳକ ଶ୍ୟାମାପ୍ରସାଦ ମିଶ୍ର ଥ#ବା ବେଳେ ସଙ୍ଗୀତ ପରିଚାଳକ ଭାରତୀକୃଷ୍ଣା ଲୋକାର୍ପଣ ସମୟରେ ସମାଜସେବୀ ଚକ୍ରଧର ମହାପାତ୍ର ଓ ରାଜେଶ ମହାନ୍ତି ପ୍ରମୁଖ ଉପସ୍ଥିତ lokapranaଥ#ଲୋ

Share in top social networks!