ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶିଳ୍ପୀ ମହାସଂଘର ଧାରଣା ପ୍ରତ୍ୟାହାର

କାରିଗର ଏବଂ ବୁଣାକାରମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦିଆଯାଇଥ#ବା ଧାରଣା ଆଜି ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଲୋଚନା ଏବଂ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରତ୍ୟାହାର କରିନିଆଯାଇଛିା ସରକାର କାରିଗର ଏବଂ ବୁଣାକାରମାନଙ୍କ ସମସ୍ୟାକୁ ସମ୍ବେଦନଶୀଳତାର ସହ ବିଚାର କରୁଛନ୍ତିା ସେମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଇଛିା ସେମାନଙ୍କ ଦାବିଗୁଡିକୁ ସରକାର ଅନୁଧ୍ୟାନ କରିବେ ବୋଲି ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ ପ୍ରତିଶ୍ରୁତି
ଦେଇଥ#ଲୋ

ଏ ସମ୍ପର୍କରେ ଆସନ୍ତା ୩୦ ତାରିଖରେ ମନ୍ତ୍ରୀ, ବିଭାଗୀୟ ସଚିବ ଓ
ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସବିଶେଷ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଥ#ଲାା
ଆଜିର ଏହି ଆଲୋଚନାରେ ଓଡ଼ିଶା ଶିଳ୍ପୀ ମହାସଂଘର ସଭାପତି ଭାସ୍କର
ମହାରଣା, କାର୍ଯ୍ୟକାରୀ ସଭାପତି ଉଦୟ ମହାନ୍ତି, ଉପସଭାପତି ଦଣ୍ଡପାଣି ସାହୁ ଏବଂ
ସଂଗଠନ ସମ୍ପାଦକ ପ୍ରିୟରଞ୍ଜନ କର ଉପସ୍ଥିତ ରହି ମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ
ଅବଗତ କରିଥ#ଲୋ ଏହି ଆଲୋଚନା ସମୟରେ କୋରେଇ ବିଧାୟକ ଶ୍ରୀ ଆକାଶ
ଦାସନାୟକ ଉପସ୍ଥିତ ରହି ବୁଣାକାର ଓ କାରିଗରମାନଙ୍କ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ
ସହ ଆଲୋଚନା କରିଥ#ଲୋ
ପ୍ରକାଶ ଥାଉକି, କଞ୍ଚାମାଲ ଅଭାବ, ହସ୍ତଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ବିଭାଗ
ସୃଷ୍ଟି ଏବଂ ଅନ୍ୟାନ୍ୟ ଦାବି ନେଇ ଶିଳ୍ପୀ ମହାସଂଘ ପକ୍ଷରୁ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ
ନିର୍ଦ୍ଦେଶାଳୟଠାରେ ପୂର୍ବରୁ ମଧ୍ୟ ବିକ୍ଷୋଭ କରାଯାଇଥ#ଲାା
ସୁଚେତ

Share in top social networks!