ସରକାରୀ ଛାତ୍ରୀ ନିବାସରେ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାର ପ୍ରତିବାଦରେ ରାଜଭବନ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା : ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା

ରାଜ୍ୟ ସରକାରଙ୍କର ଦ୍ୱାରା ପରିଚାଳିତ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀନିବାସରେ ୨ ମାସ ମଧ୍ୟରେ ୪ ଜଣ ନାବାଳିକାଙ୍କ ଅବାଂଛିତ ମାତୃତ୍ୱ ତଥା କେନ୍ଦ୍ରାପଡାର ନମତାରାର ଗୁଳିମାଡ ପ୍ରତିବାଦରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ତରଫରୁ ମାର୍ଚ୍ଚ ୧୩ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୦ : ୩୦ ରୁ ଅପରାହ୍ନ ୧.୦୦ ଘଟିକା ପର୍ଯ୍ୟନ୍ତ ରାଜଭବନ ସମ୍ମୁଖରେ ଏକ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଧାରଣା ସ୍ଥଳରୁ ପୂର୍ବାହ୍ନ ୧୧.୩୦ ସମୟରେ ରାଜ୍ୟ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧିଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିବେ । ଆପଣମାନଙ୍କୁ ନିବେଦନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଉପସ୍ଥିତ ରହି ଆପଣମାନଙ୍କ ସମ୍ବାଦ ପତ୍ରରେ ଏହାକୁ ସ୍ଥାନୀତ କରିବା ହେବେ ।

Share in top social networks!