ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ଲାଗି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ – ବିଦ୍ୟାଳୟ ମନ୍ତ୍ରୀ

ushapadhiରାଜ୍ୟ ଶିକ୍ଷା ପରାମର୍ଶଦାତା ପରିଷଦର ପ୍ରଥମ ବୈଠକ ଓଡ଼ିଶା ଶିକ୍ଷା ପ୍ରାଧ#କରଣ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛିା ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ଶିକ୍ଷା ଅଧ#କାର ନିୟମ ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ
ହୋଇଥ#ବା ପ୍ରଗତି ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ଲାଗି ସମସ୍ତଙ୍କ ଠାରୁ ପରାମର୍ଶ ଲୋଡିଥ#ଲୋ ଏହି ଅବସରରେ ରାଜ୍ୟରେ ଶିକ୍ଷକମାନଙ୍କର ଅଭାବକୁ ପୂରଣ କରିବା ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଅବସରପ୍ରାପ୍ତ ଅଭିଜ୍ଞ
ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଥ#ଲାା ଛାତ୍ରଛାତ୍ରୀମାନଙ୍କର ପଠନ ଅଭ୍ୟାସର ବିକାଶ ପାଇଁ ଏକ ତ୍ରୟମାସିକ ଶିଶୁ ପତ୍ରିକା ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଥ#ଲାା

ସମସ୍ତ ଶିକ୍ଷାନୁଷ୍ଠାନରେ ପାଠାଗାର ସ୍ଥାପନ ପାଇଁ ଉତ୍ସାହିତ କରାଯିବାକୁ ନିଷ୍ପତ୍ତି ନିଆଗଲାା ଶାସନ ସଚିବ ଊଷା ପାଢୀ, ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶିବବ୍ରତ ଦାଶ, ଏସ୍ସିଇଆର୍ଟି ନିର୍ଦ୍ଦେଶକ ଦେବରାଜ ସେନାପତି, ପ୍ରଫେସର ପ୍ରଫୁଲ୍ଲ ମହାପାତ୍ର, ପ୍ରଫେସର ଉଦୟ ନାଥ ଦାଶ, ଡ. ଅନ୍ନଦା ମିଶ୍ର, ଜ୍ୟୋତି ବେହେରା, ଶ୍ୟାମା ମହନ୍ତ କମିଟିର ସଭ୍ୟସଭ୍ୟା ତଥା ଅନ୍ୟାନ୍ୟ ପଦସ୍ଥ ଅଧ#କାରୀମାନେ ବୈଠକରେ ଯୋଗଦେଇଥ#ଲୋ

Share in top social networks!