ମଦନପୁରଠାରେ ଦୋଳ ମେଲଣ ଉପଲକ୍ଷେ ଫଟୋ ପ୍ରଦର୍ଶନୀ

artମଦନପୁରଠାରେ ଦୋଳ ମେଲଣ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ଫଟୋ ପ୍ରଦର୍ଶନୀକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ସାହୁ ଉଦ୍ଘାଟନ କରିଛନ୍ତିା ସ୍ଥାନୀୟ କ୍ଲବ୍ପ ରିସରରେ ଜିଲ୍ଲାପାଳ ଗ୍ରାମବାସୀମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥ#ଲୋ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ଭୁବନେଶ୍ୱର
ଶ୍ରୀ ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମ ପରିଚାଳନ କରିଥ#ଲୋ ସ୍ଥାନୀୟ ସମ୍ବାଦିକ, ଗ୍ରାମର ମୁରବୀ ବ୍ୟକ୍ତି ଓ ଜନପ୍ରତିନିଧ#ମାନେ ଆଲୋଚନାରେ ଉପସ୍ଥିତ ଥ#ଲୋ ବହୁ ଛାତ୍ର ଯୁବକ, ଜନସାଧାରଣ ସରକାରଙ୍କ ବିଭିନ୍ନ ବିକାଶମୂଳକ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ରର ଫଟୋଚିତ୍ର ବୁଲି ଦେଖ#ଥ#ଲୋ

Share in top social networks!