ରାଜ୍ୟ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନକୁ ଜାତୀୟସ୍ତରୀୟ ଅନୁଷ୍ଠାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସ୍ମାରକପତ୍ର ପ୍ରଦାନ

kalrajmishraଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍.ଏସ୍.ଏମ୍.ଇ) ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ଆଜି ନୂଆଦିଲ୍ଲୀସ୍ଥିତ ଉଦ୍ୟୋଗ ଭବନଠାରେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍.ଏସ୍.ଏମ୍.ଇ) ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ରଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ଆଲୋଚନା କରିଥ#ଲୋ ଏହି ସୌଜନ୍ୟମୂଳକ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟରେ ଜାତୀୟସ୍ତରରେ ଏକ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥ#ଲୋ

ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ#ବା ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନକୁ ଜାତୀୟ ଅନୁଷ୍ଠାନ ଭାବରେ କରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଏକ ସ୍ମାରକପତ୍ର ପ୍ରଦାନ କରିଥ#ଲୋ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଅପ୍ରେଲ ମାସ ପ୍ରଥମ ସପ୍ତାହରେ ଓଡ଼ିଶା ଗସ୍ତ କରି କୋଣାର୍କ, ପୁରୀ, ଭୁବନେଶ୍ୱର ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବା ପାଇଁ ଶ୍ରୀ ବେହେରା ଅନୁରୋଧ କରିଥ#ଲୋ

Share in top social networks!