ସୁଭାଷିତ

ସୁଭାଷିତ…୧

“ସତ୍ୟ ମୋର ମାତା, ଜ୍ଞାନ ମୋର ପିତା,
ଧର୍ମ ମୋର ଭାଇ, ଦୟା ମୋର ସଖା,
ଶାନ୍ତି ମୋର ଭାର୍ଯ୍ୟା ଏବଂ କ୍ଷମା ମୋର ପୁତ୍ର;
ଏହି ଛଅ ଜଣ ହିଁ ମୋର
କୁଟୁମ୍ବ।”

(ହିନ୍ଦୁ ସଂସ୍କୃତ ଶ୍ଲୋକରୁ ସଂଗୃହୀତ)10408115_656472581128612_5198977725252202399_n

Share in top social networks!