ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଆଦିବାସୀ ମହୋତ୍ସବ “ବନଜ-୨୦୧୫” କେନ୍ଦ୍ରମନ୍ତ୍ରୀ ଶ୍ରୀଜୁଏଲ ଓରାମଙ୍କ ଦ୍ୱାରା ଉଦ୍ଘାଟିତ

ଦେଶରେବାସକରୁଥିବା ୧୦ କୋଟିରୁ ଉଦ୍ଧ୍ୱ ର୍ଜନଜାତି ସମୁଦାୟକୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍କରିବା ଉଦେ୍ଧଶ୍ୟରେ ଆଜି ନୂଆଦିଲ୍ଲୀସ୍ଥିତ କନ୍ନଟ ପ୍ଲେସଠାରେ ପ୍ରଥମ ଥର ପାଇଁରାଷ୍ଟ୍ରୀୟ ଆଦିବାସୀମେଳା “ବନଜ-୨୦୧୫” ମହାସମାରୋହରେ ଉଦ୍ଘାଟିତହୋଇଯାଇଛି । କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଶ୍ରୀ ଜୁଏଲଓରାମ ଏହାକୁ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରିଉଦ୍ଘାଟନ କରିବାସହକହିଲେ ଯେ, ଦେଶରେ ଜନଜାତିମାନଙ୍କର ସାମଗ୍ରିକ ବିକାଶ ସହସେମାନଙ୍କର ସାଂସ୍କୃତିକ ପରମ୍ପରାକୁ ଉଦ୍ଜୀବିତରଖିବା ପାଇଁକେନ୍ଦ୍ରସରକାର ପ୍ରତିଶୃତିବଦ୍ଧ ।

ଆଧୁନିକସମାଜରବିକାଶରେ ଦେଶରଜଙ୍ଗଲ ଓ ପର୍ବତ୍ୟାଚଂଳରେବାସକରୁଥିବାଜନଜାତିମାନଙ୍କର ଅବଦାନ ଅତୁଳନୀୟ । କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଣୀତ ଜନଧନ ଯୋଜନାଠାରୁ ଆରମ୍ଭ କରିବନବଂଧୁ କଲ୍ୟାଣଯୋଜନା, ଡ଼ାଇରେକ୍ଟବେନିଫିଟଟ୍ରାନସ୍ଫର ଆଦି ସମସ୍ତଜନହିତକରଯୋଜନା ଦେଶର ଆଦିବାସୀସମାଜର ପ୍ରତ୍ୟେକ ପରିବାରରେ ପହଂଚାଇବା ଆମରଲକ୍ଷ୍ୟବୋଲିଶ୍ରୀଓରାମକହିଥିଲେ ।ଏହିଜାତୀୟଉତ୍ସବକୁ ଆଗାମୀବର୍ଷମାନଙ୍କରେ ନିରବଚ୍ଛିତଭାବେ ଆୟୋଜନ କରାଯିବବୋଲି ଆଦିବାସୀବ୍ୟାପାରମନ୍ତ୍ରଣାଳୟ ଦୃଢ଼ସଂକଳ୍ପବଦ୍ଧ ବୋଲିଶ୍ରୀଓରାମ ପ୍ରକାଶକରିଥିଲେଏହି ଅବସରରେମନ୍ତ୍ରଣାଳୟତରଫରୁ ପ୍ରକାଶିତ ଏକ ସୁନ୍ଦରକ୍ୟାଲେଣ୍ଡର ମଧ୍ୟ ମନ୍ତ୍ରୀଶ୍ରୀଓରାମଲୋକାର୍ପିତକରିଥିଲେ ।
11002510_817014961677815_4858951677599759817_n
ଦେଶରବିଭିନ୍ନ ପ୍ରାନ୍ତରେବସବାସକରୁଥିବାଜନଜାତିମାନଙ୍କରସଂସ୍କୃତି, ପରମ୍ପରା, ନୃତ୍ୟଗୀତ ଆଦକୁିଜନଜାତିକଳାକାରମାନଙ୍କୁଗୋଟିଏମଂଚରେଏକତ୍ରିତକରିସେମାନଙ୍କ ନୃତ୍ୟଗୀତ ପରିବେଷଣ ଦ୍ୱାରା ପରସ୍ପରକୁ ପରିଚିତକରିବାସହସମାଜରେମୁଖ୍ୟସ୍ରୋତରେସାମିଲଥିବାଜନତାଙ୍କସହ ପରିଚିତକରାଇବାରାଷ୍ଟ୍ରୀୟ ଆଦିବାସୀମେଳା “ବନଜ-୨୦୧୫” ଉଦେ୍ଧଶ୍ୟ । ୫ ଦିନ ଧରି ଅନୁଷ୍ଠିତହେବାକୁ ଥିବାଏହିମେଳାରେଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତକଳା, ହସ୍ତଶିଳ୍ପ, ଖାଦ୍ୟ, ବସ୍ତ୍ର ଆଦିର ପ୍ରଦର୍ଶନ ସହପ୍ରତ୍ୟେକ ଦିନ ସଂଧ୍ୟାରେସାଂସ୍କୃତିକକାର୍ଯ୍ୟକ୍ରମ, ପ୍ରାମାଣିକଚଳଚିତ୍ର, ସେମିନାର ଆଦିକାର୍ଯ୍ୟକ୍ରମଆୟୋଜିତକରାଯାଇଛି ।

Share in top social networks!