ଦିଲ୍ଲୀଠାରେ ଜାତୀୟ ଆଦିବାସୀ ମେଳା “ବନଜ” -୨୦୧୫

jualbhai ଆଗାମୀ ଫେବୃୟାରୀ ୧୩ ରୁ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପ୍ରଥମଥର ପାଇଁଜାତୀୟ ଆଦିବାସୀମେଳା “ବନଜ” ଆୟୋଜନ ହେବାକୁ ଯାଉଛି । ଦେଶରେ ଜନଜାତି ମାନଙ୍କର ଉନ୍ନତ ଜୀବନୀଶୈଳୀ ଏବଂ କ୍ରମବିକାଶ ଉତ୍ଥାନ ଯାହାକି ଦେଶର ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରଭାଇ ମୋଦିଙ୍କ ମୁଖ୍ୟଲକ୍ଷ୍ୟ ତାହା ପ୍ରତିଫଳିତ କରିବା ପାଇଁ ଜନଜାତି ମାନଙ୍କର ସଂସ୍କୃତି, କଳା, ପରମ୍ପରାଏବଂଖାଦ୍ୟ ଆଦିକୁ ନେଇ ରାଜଧାନୀ ଦିଲ୍ଲୀଠାରେ ଦେଖିବାକୁ ସୁଯୋଗ ମିଳିବ ।
ଏହି ଆଦିବାସୀ ମେଳାରେ ଆସାମ, ଛତିଶଗଡ଼, ଗୁଜୁରାଟ, ହିମାଚଳ ପ୍ରଦେଶ, ଝାରଖଣ୍ଡ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ନାଗାଲାଣ୍ଡ, ଓଡ଼ିଶା, ରାଜସ୍ଥାନ, ସିକିମ୍, ତାମିଲନାଡ଼ୁଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ପାଖାପାଖି ୯୦୦ ଜଣ ପ୍ରତିନିଧି ଅଂଶଗ୍ରହଣକରିବେ ।ଏହିମେଳା ଆମ ଦେଶରବିବିଧତାକୁ ପ୍ରଦର୍ଶିତକରିବାସହରାଷ୍ଟ୍ରୀୟଏକତା ବୃଦ୍ଧିରେ ସହାୟକ ହେବ ।ଏହି ମହୋତ୍ସବରେ ଜନଜାତିମାନଙ୍କର କଳାଏବଂସଂସ୍କୃତି ବିଭିନ୍ନ ନୃତ୍ୟଗୀତ ମାଧ୍ୟମରେ ପରିବେଷିତ ହେବାସହ ଜନଜାତିମାନଙ୍କ ପାଇଁଘୋଷଣା କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦର୍ଶିତହେବ । ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତକଳା, ହସ୍ତଶିଳ୍ପ, ଚିତ୍ର ଓଓøଷଧ ଆଦି ମଧ୍ୟ ଏହିମେଳାରେ ଦେଖିବାକୁମିଳିବ । ଏହିମେଳାକୁ ଆକର୍ଷିତକରିବା ପାଇଁଜନଜାତିମାନଙ୍କଜୀବନୀକୁନେଇ ପ୍ରାମାଣିକଚଳଚିତ୍ରପ୍ରଦର୍ଶନ ଓ ସେମିନାର ମଧ୍ୟ ଆୟୋଜନକରାଯାଇଅଛି ।

ଏହିମେଳା ଏକ ସମୟରେ ଦିଲ୍ଲୀରକନ୍ନଟÿପ୍ଲେସ୍ସ୍ଥିତସେଂଟ୍ରାଲ ପାର୍କ, ଇନ୍ଦିରାଗାନ୍ଧୀରାଷ୍ଟ୍ରୀୟକଳାକେନ୍ଦ୍ରଏବଂବାବାଖରକସିଂହମାର୍ଗଠାରେ ଆୟୋଜନ ହେବ । ଏହିରାଷ୍ଟ୍ରୀୟ ଆଦିବାସୀମେଳା “ବନଜ-୨୦୧୫’ କୁ ଆଗାମୀ ୧୩ ତାରିଖ ଦିନ ସନ୍ଧ୍ୟା ୫ ଟାସମୟରେ ଦିଲ୍ଲୀରକନ୍ନଟÿପ୍ଲେସସ୍ଥିତସେଂଟ୍ରାଲ ପାର୍କଠାରେକେନ୍ଦ୍ର ଆଦିବାସୀବ୍ୟାପାରମନ୍ତ୍ରୀଶ୍ରୀଜୁଏଲଓରାମଏବଂକେନ୍ଦ୍ର ଆଦିବାସୀବ୍ୟାପାରରାଷ୍ଟ୍ରମନ୍ତ୍ରୀଶ୍ରୀମନସୁଖଭାଇବସୱା ଆନୁଷ୍ଠାନିକଭାବେ ଉଦ୍ଘାଟନ କରିବାରକାର୍ଯ୍ୟକ୍ରମରହିଛିବୋଲି ଏକ ପ୍ରେସ୍ବିଜ୍ଞପ୍ତିମାଧ୍ୟମରେଘୋଷଣାକରାଯାଇଛି ।

Share in top social networks!