ଆଞ୍ଚଳିକ ବୈଷମ୍ୟ କମିଶଙ୍କ ରିପୋର୍ଟ ଉପରେ ୭ ବର୍ଷ ଧରି ଚାଲିଛି କମିଟିର ତଦନ୍ତ

ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶ[ଙ୍କ ରିପୋର୍ଟ ଉପରେ ୭ ବର୍ଷ ଧରି ଅ[ୁଧ୍ୟା[ ଚାଲିଛି । ତେଣୁ ଏହି ରିପୋର୍ଟ ପ୍ରକାଶ କରାଯାଉ[ାହିଁ କିମ୍ବା କାର୍ଯ୍ୟକାରୀ ହୋଇପାରୁ[ାହିଁ । ବିଜେପି ବିଧାୟକ ଦିଲିପ କୁମାର ରାୟଙ୍କ ୩ଟି [ିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧା[ସଭାରେ ଏଭଳି ବକ୍ତବ୍ୟ ରଖ#ଛନ୍ତି ଯୋଜ[ା ଓ ସମ[୍ୱୟ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ।
ରାଜ୍ୟରେ ଲାଗି ରହିଥ#ବା ଆଞ୍ଚଳିକ ବୈଷମ୍ୟର କାରଣ ଓ [ିରାକରଣ ଖୋଜିବା ପାଇଁ ରାଜ୍ୟ ସରକାର ଅବରସପ୍ରାପ୍ତ ହାଇକୋର୍ଟ ବିଚାରପତି ଏସ୍.କେ. ମହାନ୍ତିଙ୍କ ଅଧ୍ୟକ୍ଷତାରେ ଯେଉଁ କମିଶ[ ବସାଇଥ#ଲେ ତାହା କେବେ ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ଓ ତାହା ଉପରେ କି କାର୍ଯ୍ୟା[ୁଷ୍ଠା[ ଗ୍ରହଣ କରାଯାଇଛି ଏବଂ ଏହି ରିପୋର୍ଟରେ ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଲାଗିରହିଥ#ବା ସ୍ୱୀକାର କରାଯିବା ଓ କେତେକ ବ୍ଲକ୍କୁ କମିଶ[ ପଛୁଆ ଓ ଅତି ପଛୁଆ ଦର୍ଶାଇଥ#ବା ଯୋଗୁ ତାହାର ପ୍ରତିକାର ପାଇଁ କ’ଣ ସବୁ ସୁପାରିଶ କରିଛନ୍ତି ସେ ସଂକ୍ରାନ୍ତରେ ସରକାରଙ୍କ ଠାରୁ [ିର୍ଦ୍ଦିଷ୍ଟ ଭାବେ ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥ#ଲେ ।
ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଛନ୍ତି ଯେ ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶ[ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ୨୦.୦୨.୨୦୦୪ ତାରିଖରେ ବସାଇଥ#ଲେ । ପ୍ରାୟ ସାଢ଼େ ୪ ବର୍ଷର ତଦନ୍ତ ପରେ କମିଶ[ ତାଙ୍କ ତଦନ୍ତ ରିପୋର୍ଟ ୦୬.୦୮.୨୦୦୮ ତାରିଖରୁ ସରକାରଙ୍କୁ ଦେଇଛନ୍ତି । କମିଶ[ଙ୍କ ତଦନ୍ତ ରିପୋର୍ଟକୁ ଅ[ୁଧ୍ୟା[ କରିବା ପାଇଁ ଏକ ସବ୍ କମିଟି ଗଠ[ କରାଯାଇଛି । ଏହି ସବ୍ କମିଟି ଅ[ୁଧ୍ୟା[ କରୁଥ#ବାରୁ ପ୍ରାୟ ୭ ବର୍ଷ ତଳେ ମିଳିଥ#ବା ଏହି ତଦନ୍ତ କମିଶ[ ରିପୋର୍ଟକୁ କାର୍ଯ୍ୟକାରୀ କରାଯାଇପାରି[ାହିଁ କିମ୍ବା ଏହି ରିପୋର୍ଟକୁ ପ୍ରକାଶ କରାଯାଉ[ାହିଁ ।
ରାଜ୍ୟରେ କୃଷି କାର୍ଯ୍ୟକ୍ରମକୁ ବ୍ୟାପକ ଓ ସୁସଙ୍ଗତ କରିବା ପାଇଁ କୃଷି ବିଭାଗର ଅଧ#[ରେ ଥ#ବା ସବୁ [ିର୍ଦ୍ଦେଶାଳୟକୁ ଭାଙ୍ଗି ଦେଇ ଗୋଟିଏ [ିର୍ଦ୍ଦେଶାଳୟରେ ମିଶେଇଦେବା ସହିତ ବିଭିନ୍ନ ସ୍ଥା[ରେ ଆଞ୍ଚଳିକ [ିର୍ଦ୍ଦେଶାଳୟମା[ ଗଠ[ କରିବା ଲାଗି ଏହି ତଦନ୍ତ କମିଶ[ଙ୍କ ସୁପାରିଶ ଆଧାରରେ କି କାର୍ଯ୍ୟା[ୁଷ୍ଠା[ ଗ୍ରହଣ କରାଯାଉଛି ବୋଲି ଶ୍ରୀ ରାୟ ଅ[୍ୟ ଏକ ପ୍ରଶ୍ନରେ ଜାଣିବାକୁ ଚାହିଁବାରୁ ବିଭାଗୀୟ ମନ୍ତ୍ରୀ ରିପୋର୍ଟକୁ ସବ୍କମିଟି ତର୍ଜମା କରୁଥ#ବାରୁ ଏହାକୁ କାର୍ଯ୍ୟକାରୀ କିମ୍ବା ପ୍ରକାଶ କରାଯାଇ[ାହିଁ ବୋଲି ଦୋହରାଇଛନ୍ତି ।
ସେହିଭଳି ଯୋଜ[ା କମିଶ[କୁ ଭାଙ୍ଗି କେନ୍ଦ୍ର ସରକାର [ୀତି ଆୟୋଗ ଗଠ[ କରିଥ#ବା ବେଳେ କେନ୍ଦ୍ରର ଏହି ପ୍ରସ୍ତାବକୁ ଓଡ଼ିଶା ସରକାର ସମର୍ଥ[ ଦେଇଥ#ବା ପରିପ୍ରେକ୍ଷୀରେ ଅ[ୁରୂପ ଢାଞ୍ଚାରେ ରାଜ୍ୟ ଯୋଜ[ା ବୋର୍ଡକୁ ଭାଙ୍ଗି ପୁ[ର୍ଗଠ[ କରିବା ଏବଂ ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶ[ଙ୍କ ରିପୋର୍ଟରେ ଏହି ବୋର୍ଡକୁ ସକ୍ରିୟ କରିବା ଲାଗି ଦିଆଯାଇଥ#ବା ସୁପାରିଶକୁ ସରକାର କାର୍ଯ୍ୟକାରୀ କରିବେ କି ବୋଲି ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ସୂଚାଇଛନ୍ତି ଯେ ରାଜ୍ୟ ଯୋଜ[ା ବୋର୍ଡର ପୁ[ର୍ଗଠ[ ପ୍ରସ୍ତାବ ସରକାରଙ୍କ ବିଚାରାଧ#[ ରହିଛି ।

Share in top social networks!