ଆସନ୍ତା ୧୩ରୁ ଭୁବନେଶ୍ୱରରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ

ଓଡ଼ିଶାର ବୌଦ୍ଧ ଐତିହ୍ୟ ସମ୍ପଦ ପୃଷ୍ଠଭୂମିରେ ଆସନ୍ତା ୧୩ ତାରିଖରୁ ତିନିଦିନ ବ୍ୟପୀ ଅନୁଷ୍ଠିତ ହେବାକୁ ଥ#ବା ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀର ସଫଳ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକରେ ବିଭିନ୍ନ ନିଷ୍ପତ୍ତି ଚୂଡାନ୍ତ ହୋଇଛିା ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରି ଆୟୋଜନର ସଫଳତା ନିମନ୍ତେ ପ୍ରଯନ# କରିବାକୁ ସମ୍ପୃକ୍ତ ଅଧ#କାରୀମାନଙ୍କୁ ପରାମର୍ଶ ଦେଇଥ#ଲୋ ଏହି ସମ୍ମିଳନୀ ଫଳରେ ଓଡ଼ିଶାର ବୌଦ୍ଧ ଐତିହ୍ୟ କୀର୍ତ୍ତିରାଜି ବାବଦରେ ଅଧ#କ ଗବେଷଣାର ମାର୍ଗ ପ୍ରଶସ୍ତ ହେବା ସହିତ ଦେଶ ଓ ବିଦେଶର ପର୍ଯ୍ୟଟକମାନେ ବିଶେଷ ଭାବେ ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଥ#ଲୋ
୧୩ ତାରିଖ ପୂର୍ବାହ୍ନରେ ଏହି ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ ହେବା ଦେଶ ବିଦେଶର ବୌଦ୍ଧ
ବିଦ୍ୱାନ ଓ ଗବେଷକମାନଙ୍କ ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିନିଧ#ମାନେ ଯୋଗଦେବୋ ଏହା
ବ୍ୟତୀତ ଦେଶ ତଥା ରାଜ୍ୟର ଟୁର ଅପରେଟର ସଂଗଠନଗୁଡିକର ପ୍ରତିନିଧ#ମାନେ ମଧ୍ୟ ସମବେତ
ହେବୋ ଦ୍ୱିତୀୟ ଦିନ ଗବେଷକ ଓ ପ୍ରତିନିଧ#ମାନେ କ୍ଷେତ୍ର ପରିଦର୍ଶନରେ ଯାଇ ଓଡ଼ିଶାର ବୌଦ୍ଧ
ପୀଠଗୁଡିକ ଉପରେ ତଥ୍ୟ ସଂଗ୍ରହ କରିବୋ ତିନୋଟି ଅଧ#ବେଶନ ଅନୁଷ୍ଠିତ ହେବ ଓ ଏଥ#ରେ
ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜି ଏବଂ ବୌଦ୍ଧ କ୍ଷେତ୍ର ପର୍ଯ୍ୟଟନ ବିଭବ ଉପରେ ବ୍ୟାପକ ଆଲୋଚନା
ହେବା ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସିଆ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ଫଟୋ
ପ୍ରଦର୍ଶନୀ ସମ୍ମିଳନୀର ଅନ୍ୟତମ ଆକର୍ଷଣ ହେବା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ
କରାଯିବା ସମ୍ମିଳନୀରେ ଓଡ଼ିଶାର ବୌଦ୍ଧ ଗବେଷକ, ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା
ମହାବିଦ୍ୟାଳୟଗୁଡିକର ଅଧ୍ୟାପକ ଓ ଗବେଷକମାନେ ମଧ୍ୟ ଯୋଗଦେବୋ
ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସଚିବ ଡ. ଅରବିନ୍ଦ ପାଢୀ ବୈଠକରେ ସମ୍ମିଳନୀ ଆୟୋଜନ
ସମ୍ପର୍କିତ ବିଭିନ୍ନ ସୂଚନା ଦେଇ ଏହାର ବ୍ୟାପକ ପ୍ରଚାର ଉପରେ ଗୁରୁତ୍ୱ ଆରୋପ କରିଥ#ଲୋ
ବୈଠକରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଅଶୋକ ତାରେଣିଆ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର
ଦାସ, ଉପନିର୍ଦ୍ଦେଶକ ଶ୍ରୀ ଉତ୍ପଳ ପତି ଓ ବୌଦ୍ଧ ସମ୍ମିଳନୀର କାର୍ଯ୍ୟକ୍ରମ ସଂଯୋଜକ ଡ. ସୁନୀଲ କୁମାର
ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧ#କାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ
କରିଥ#ଲୋ

Share in top social networks!