ଆଉ ୪୫ଟି ନୂଆ କୋର୍ଟ ସ୍ଥାପିତ ହେବ

ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ ଓ ବ୍ୟାପକ କରିବାକୁ ରାଜ୍ୟରେ ଆଉ ୪୫ଟି ନୂଆ କୋର୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛିା ୨୨ ଗୋଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ କୋର୍ଟ, ୧୫ଟି ସବ୍ଜଜ୍ କୋର୍ଟ, ୫ଟି ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ସମେତ ୩ଟି ଫାମିଲି କୋର୍ଟ ସ୍ଥାପିତ ହେବା ଏଥ# ନିମନ୍ତେ ଆଗାମୀ ବଜେଟ୍ରେ ୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଉଛିା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ନୂଆ କୋର୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛିା ଅର୍ଥମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଆର୍. ବାଲକ୍ରିଷ୍ଣନ୍, ଆଇନ
ବିଭାଗର ପ୍ରମୁଖ ସଚିବ ମିହିର ରଞ୍ଜନ ପରିଡା ଉପସ୍ଥିତ ଥ#ଲୋ

Share in top social networks!